Categories: ଜାତୀୟ

ରାଜୀବ ଗାନ୍ଧୀ ହତ୍ୟା ମାମଲା: ନଳିନୀଙ୍କୁ ମିଳିଲା ୩୦ ଦିନର ପାରୋଲ

ଚେନ୍ନାଇ,୫।୭: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ ଜେଲଦଣ୍ଡ ଭୋଗୁଥିବା ନଳିନୀ ଶ୍ରୀହରନଙ୍କୁ ମାଡ୍ରାସ ହାଇକୋର୍ଟ ୩୦ ଦିନର ପାରୋଲ ଦେଇଛନ୍ତି। ଲଣ୍ଡନରେ ଥିବା ତାଙ୍କ ଝିଅ ବାହାଘର ପାଇଁ ନଳିନୀ ୬ମାସର ପାରୋଲ ଆବେଦନ କରିଥିବା ବେଳେ ଶୁକ୍ରବାର କୋର୍ଟ ତାଙ୍କୁ ଏକ ମାସର ପାରୋଲ ପ୍ରଦାନ କରିଛନ୍ତି।

Share