Categories: ଜାତୀୟ

ରତୁଲ୍‌ଙ୍କ ୨୫୪ କୋଟିି ଟଙ୍କାର ସମ୍ପତ୍ତି ଜବତ କଲା ଆୟକର ବିଭାଗ

ନୂଆଦିଲ୍ଲୀ,୩୦।୭: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଭଣଜା ରତୁଲ୍‌ ପୁରୀଙ୍କ ୨୫୪ ଟଙ୍କାର ସମ୍ପତ୍ତି ଆୟକର ବିଭାଗ ପକ୍ଷରୁ ଜବତ କରାଯାଇଛି। ରାଜୀବ ସାକ୍ସସେନାଙ୍କ ସହଯୋଗରେ ଏଫଡିଆ ଦ୍ୱାରା ଭାରତକୁ ବିପୁଳ ପରିମାଣର ଟଙ୍କା ଆଣିଥିବା ଅଭିଯୋଗ ହୋଇଛି। ସେହିପରି ଅଗୁସ୍ତା ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରତୁଲ୍‌ଙ୍କ ନାମରେ ଦୁର୍ନୀତି ଅଭିଯୋଗ ଅଣାଯାଇଛି।

Share