ଯୌନ ନିର୍ଯାତନା ସହିପାରିଲେନି ୧୭ବର୍ଷୀୟ ଯୁବତୀ: ମାଗିଲେ ଇଚ୍ଛାମୃତ୍ୟୁ

ପିଲାଦିନେ ବାରମ୍ବାର ବଳାତ୍କାର ଯନ୍ତ୍ରଣା ସହିଆସୁଥିବା ଯୁବତୀ ଶେଷରେ ମୃତ୍ୟୁର ବାଟ ଆପଣାଇଛନ୍ତି। ନେଦରଲାଣ୍ଡରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୧୧ ବର୍ଷ ବୟସର ହୋଇଥିବାବେଳେ ଯୁବତୀ ଜଣଙ୍କ ବଳାତ୍କାରର ଶିକାର ହୋଇଥିଲେ। ଯୌନ ନିର୍ଯାତନାର ଶିକାର ହେବା ପରେ ୧୭ବର୍ଷୀୟ ଯୁବତୀ ଜଣଙ୍କ ଡିପ୍ରେସନକୁ ଚାଲିଯାଇଥିଲେ। ଏତେମାତ୍ରାରେ ସେ ମାନସିକ ଯନ୍ତ୍ରଣା ଭୋଗୁଥିଲେ ଯେ, ଇଚ୍ଛାମୃତ୍ୟୁ ଲାଗି ଆବେଦନ କରିଥିଲେ। ଏଥିଲାଗି ଅନୁମତି ମିଳିବା ପରେ ହିଁ ସେ ଗତ ରବିବାର ନିଜ ଘରେ କ୍ଲିନିକାଲ ଡେଥ ଯୋଗେ ପ୍ରାଣ ହରାଇଛନ୍ତି।

Share