Categories: ଜାତୀୟ

ଯୋଗୀ ଆଦିତ୍ୟନାଥ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ: ୨୩ ମନ୍ତ୍ରୀ ନେଲେ ଶପଥ

ଲକ୍ଷ୍ନୌ,୨୧।୮: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବୁଧବାର ହୋଇଛି। ଏଥିରେ ୨୩ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ସେମାନଙ୍କ ମଧ୍ୟରେ ୬ କ୍ୟାବିନେଟ୍‌, ୬ ସ୍ବାଧୀନ ପାହ୍ୟା ରାଷ୍ଟ୍ରମନ୍ତ୍ରୀ ଏବଂ ୧୧ ଜଣ ରାଷ୍ଟ୍ରମନ୍ତ୍ରୀ ରହିଛନ୍ତି। କ୍ୟାବିନେଟ୍‌ ମନ୍ତ୍ରିମଣ୍ଡଳରେ ମହେନ୍ଦ୍ର ସିଂ, ଭୁପେନ୍ଦ୍ର ସିଂ ଚୌଧୁରୀ, ରାମ ନରେଶ୍‌ ଅଗ୍ନିହୋତ୍ରୀ, ସୁରେଶ ରାଣା, ଅନୀଲ ରାଜଭର, କମଳା ରାଣୀ ପ୍ରମୁଖ ସାମିଲ ହୋଇଛନ୍ତି।

Share