Posted inଫୁରସତ

ଯଦି ବାଟରେ ଯିବାବେଳେ ଟଙ୍କା ମିଳେ..

ବେଳେ ବେଳେ ରାସ୍ତାରେ ଗଲାବେଳେ ଟଙ୍କା ବା ନୋଟ୍‌ ପଡିଥିବାର ଦେଖିଥାନ୍ତି । କେତେ ଜଣ ଏହାକୁ ଗୋଟାଇ ନିଜ ପାଖରେ ରଖୁଥିବା ବେଳେ ଅନ୍ୟ କେହି ମନ୍ଦିରକୁ ବା ଭିକାରିଙ୍କୁ ଦାନ କରିଦେଇଥାନ୍ତି । ତେବେ ଏହା ପଛରେ ବି ରହିଛି ଅନେକ ସଙ୍କେତ। ସେ ସମ୍ପର୍କରେ…

* ବାଟରେ ଯଦି ଆପଣଙ୍କୁ କଏନ୍‌ ମିଳେ ତେବେ ଏହା ସଙ୍କେତ ଦିଏ କି ଆପଣଙ୍କ ପୂର୍ବଜଙ୍କ ଆଶୀର୍ବାଦ ଆପଣଙ୍କ ସହିତ ରହିଛି । ଆପଣ ଚେଷ୍ଟା କରୁଥିବା କାର୍ଯ୍ୟ ନିହାତି ଭାବେ ସଫଳ ହେବାର ସମ୍ଭାବନା ରହିଛି ।

* ରାସ୍ତାରୁ ନୋଟ୍‌ ମିଳିବା ଅର୍ଥ ଆପଣଙ୍କ ପୂର୍ବଜ ଆପଣଙ୍କୁ ଠିକ୍‌ ରାସ୍ତାରେ ଯିବା ଲାଗି ସନ୍ଦେସ ଦେଉଛନ୍ତି । ନିଜ ଉପରେ ଭରସା ରଖି ଆଗକୁ ବଢିବା ଲାଗି ପ୍ରେରଣା ଦେଉଛନ୍ତି।

* ଘରୁ ବାହାରି କୌଣସି କାର୍ଯ୍ୟରେ ଯାଉଥିବା ବେଳେ ଯଦି ରାସ୍ତାରେ ଟଙ୍କା ମିଳେ ତେବେ ଆପଣଙ୍କ କାର୍ଯ୍ୟ ନିହାତି ଭାବେ ସଫଳ ହେବ।

* ଘରକୁ ଫେରିବା ବେଳେ ଯଦି ରାସ୍ତାରୁ ଟଙ୍କା ମିଳେ ତେବେ ଆପଣଙ୍କୁ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଥାଏ ।

* ଘରୁ ବାହାରକୁ ଯାଉଥିବା ବେଳେ ମିଳିଥିବା ଟଙ୍କାକୁ ଖର୍ଚ୍ଚ ନ କରି ଆପଣଙ୍କ ପର୍ସ ବା ଅଫିସ୍‌ ଡ୍ରୟାରରେ ରଖିଦିଅନ୍ତୁ ଏହା ଆପଣଙ୍କ ଆର୍ଥିକ ପ୍ରଗତିରେ ସହାୟକ ହେବ।

* ଘରକୁ ଫେରୁଥିବା ବେଳେ ମିଳିଥିବା ଟଙ୍କାକୁ ଘରେ ସେଭିଙ୍ଗ୍ସ ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ । କିନ୍ତୁ ଧ୍ୟାନ ରଖନ୍ତୁ ଯେପରି ସେହି ଟଙ୍କା ଅନ୍ୟ ଟଙ୍କା ସହିତ ମିଶି କରି ନ ରହିବ। ଏଥିପାଇଁ ଟଙ୍କାଟିକୁ ଆପଣ କୌଣସି ଲଫାପା ବା ଡାଏରୀ ଭିତରେ ରଖିପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ନେଇ ପରିହାସ କଲା ଇରାନ, ଚେତାବନୀ ଦେଇ କହିଲା ନର୍କର ଦ୍ବାର…

ତେହେରାନ,୫।୪: ଇରାନର କେନ୍ଦ୍ରୀୟ ସାମରିକ କମାଣ୍ଡ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୪୮ ଘଣ୍ଟିଆ ଅଲ୍ଟିମେଟମକୁ ପ୍ରତ୍ୟାଖ୍ୟାନ କରିଛି । ଇରାନ କେବଳ ଟ୍ରମ୍ପଙ୍କ ଧମକକୁ ଅଣଦେଖା…

ନାବାଳିକାଙ୍କ ଫଟୋକୁ ଏଡିଟିଂ କରି ଅଶ୍ଲିଳ ଫଟୋ ଭାଇରାଲ କରିଥିଲା ଯୁବକ, ଅଭିଯୁ୍‌କ୍ତ ଗିରଫ

ଦେବଗଡ,୫।୪(ଶଶାଙ୍କ ଶେଖର ଝାଙ୍କର): ଜଣେ ୧୫ ବର୍ଷିୟା ନାବାଳିକାଙ୍କ ଫଟୋକୁ ଏଡିଟିଂ ମାଧ୍ୟମରେ ବିକୃତ କରି ଅଶ୍ଲିଳ ଫଟୋକୁ ସୋସିଆଲ ମିଡିଆରେ ଭାଇରାଲ କରୁଥିଲା ଯୁବକ ।…

ମହୁଲ ଗୋଟାଉଥିବା ବେଳେ କଚାଡି ଦେଲା ଦନ୍ତା, ଆକ୍ରମଣରେ ୩….

ପରଜଙ୍ଗ୫।୪(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ବନଖଣ୍ଡ ମହାବିରୋଡ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅଧିନ କନ୍ତୋର ଓ ବାରିହାପୁର ଗାଁରେ ଦନ୍ତା ଆତଙ୍କ ଦେଖିବାକୁ ମିଳିଛି। ରବିବାର ଭୋର୍…

ସ୍କୁଲ ଚୟନ ଅଧିକାର ଶିକ୍ଷାଧିକାରରେ ନାହିଁ: ହାଇକୋର୍ଟ

ନୂଆଦିଲ୍ଲୀ,୫।୪: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ଜଣେ ପିଲାର ଶିକ୍ଷା ଗ୍ରହଣ କରିବାର ଅଧିକାର ରହିଛି, କିନ୍ତୁ ନାମଲେଖା ପାଇଁ ଏକ ନିର୍ଦ୍ଦିଷ୍ଟ ସ୍କୁଲକୁ ଚୟନ କରିବା…

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri