Categories: ଜାତୀୟ

ମୋବାଇଲ ଭ୍ୟାନରେ ପିଆଜ ଯୋଗାଇବେ କେଜରିଓ୍ବାଲ

ନୂଆଦିଲ୍ଲୀ,୨୩।୯: ଦେଶର ଅଧିକାଂଶ ସ୍ଥାନରେ ଏବେ ପିଆଜ କିଲୋ ପିଛା ଦାମ୍‌ ୫୦ ଟଙ୍କା ଛୁଇଁଥିବା ବେଳେ ସାଧାରଣ ଖାଉଟି ନାନା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଏବେ ମୋବାଇଲ ଭ୍ୟାନ ମାଧ୍ୟମରେ ୨୪ ଟଙ୍କାରେ ଘର ପାଖରେ ପିଆଜ ଯୋଗାଇ ଦେବେ ବୋଲି କହିଛନ୍ତି।

Share