Categories: ଜାତୀୟ

ମୋଦି ବିଦେଶରେ ସମ୍ମାନ ପାଇବା ଯୋଗ୍ୟ: ଥରୁର

ପୁଣେ,୨୩ା୯(ପି.ଟି.): ମୋଦି ନେତୃତ୍ୱାଧୀନ ସରକାରଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ବିଦେଶରେ ଭାରତର ପ୍ରତିନିଧିତ୍ୱ କରୁଥିବାବେଳେ ସେ ସମ୍ମାନ ପାଇବା ଯୋଗ୍ୟ। କିନ୍ତୁ ସେ ଦେଶରେ ଥିବାବେଳେ ତାଙ୍କୁ ପ୍ରଶ୍ନ କରିବା ଅଧିକାର ଲୋକଙ୍କର ରହିଛି ବୋଲି ମହାରାଷ୍ଟ୍ରର ପୁଣେରେ ରବିବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଥିରୁଭାନନ୍ଥପୁରମ୍‌ ଏମ୍‌ପି ଥରୁର କହିଛନ୍ତି।

Share