Categories: ରାୟଗଡା

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ : ଜୟପୁର-କୋରାପୁଟ ରେଳସେବା ବାଧାପ୍ରାପ୍ତ

ଜୟପୁର,୩ା୬(ଡି.ଏନ୍‌.ଏ.): କୋରାପୁଟ ଜିଲା ଜୟପୁରର ଚୋତ୍ରୀପୁଟ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ ହେବାରୁ ହୀରାଖଣ୍ଡ-ରାଉରକେଲା ଟ୍ରେନ୍‌ ଛତିଶଗଡ଼ର ଜଗଦଲପୁର ପରିବର୍ତ୍ତେ କୋରାପୁଟରେ ଅଟକିଛି। ସେହିପରି କିରୋଣ୍ଡଳରୁ ଆସୁଥିବା ଏକ୍ସପ୍ରେସଟି ବିଶାଖାପାଟଣା ଯାଉଥିବାବେଳେ ଜୟପୁରଠାରେ ଅଟକିଛି। ତେବେ ଉଦ୍ଧାର କାର୍ଯ୍ୟ ଜାରି ରହିଛି।