ମାନୁନାହାନ୍ତି ସାମାଜିକ ଦୂରତା

ଆଠମଲ୍ଲିକ ୬।୪(ଡି.ଏନ.ଏ.)- ଆଠମଲ୍ଲିକ ସହରର ବିଭିନ୍ନ କଣ୍ଟ୍ରୋଲ ଦୋକାନରେ ଚାଉଳ, ଗହମ ଓ ସରକାରଙ୍କ ଆର୍ଥିକ ସହାୟତା ନେବାକୁ ସୋମବାର ଭିଡ ଲାଗିଥିବା ଦେଖାଯାଇଥିଲା। ଏପରି କି ସାମାଜିକ ଦୂରତା ରଖିବା ନିୟର ଖୋଲା ଉଲ୍ଲଂଘନ କରାଯାଇଥିଲା। ଘରେ ଘରେ ଚାଉଳ, ଗହମ ଓ ଆର୍ଥିକ ସହାୟତା ପହଞ୍ଚାଇବାକୁ ସରକାର ଘୋଷଣା କରିଥିଲେ ମଧ୍ୟ ଏହାକୁ ଆଠମଲ୍ଲିକରେ ଅଣଦେଖା କରାଯାଉଥିବାରୁ ଏ ନେଇ ସାଧାରଣରେ ଅସନ୍ତୋଷ ବଢ଼ୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବାବେଳେ ପିଟିଲା ପଲସର: ୨ ଛାତ୍ରୀ ଗୁରୁତର

ବାହାନଗା, ୨୩।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ବାହାନଗା ବ୍ଲକ ବିଷ୍ଣୁପୁର ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରକୁ ପରୀକ୍ଷା ଦେବା ପାଇଁ ଯାଉଥିବା ୨ ଜଣ ଛାତ୍ରୀଙ୍କର…

ମ୍ୟାଚ୍‌ ହାରିବା ପରେ ରାଗିଗଲେ ସୂର୍ଯ୍ୟକୁମାର: ଝାଡ଼ିଲେ ଦୋଷ

ନୂଆଦିଲ୍ଲୀ,୨୩।୨: ଟି୨୦ ବିଶ୍ୱକପ ୨୦୨୬ର ସୁପର ୮ ରାଉଣ୍ଡରେ ଟିମ ଇଣ୍ଡିଆର ଆରମ୍ଭ ଖରାପ ଥିଲା। ଦକ୍ଷିଣ ଆଫ୍ରିକା ବିପକ୍ଷରେ ୭୬ ରନରେ ପରାଜୟବରଣ କରିଥିଲା। ଏପର୍ଯ୍ୟନ୍ତ…

ଆସୁଛି ଲଘୁଚାପ: ଖୋଲା ଆକାଶ ତଳେ ମଣ୍ଡିରେ ଗଦା ହୋଇଛି ଚାଷୀଙ୍କ ଧାନ

ମହାକାଳପଡ଼ା,୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ମଣ୍ଡିରେ ଧାନ ପକାଇ ଚାଷୀମାନେ ଲୁହ ଗଡାଉଛନ୍ତି। ବଙ୍ଗୋପସାଗର ଉତ୍ତର ପୂର୍ବରେ ଏକ ଲଘୁଚାପ ବଳୟ…

ଜେନେଭାରେ ହେବ ଆମେରିକା-ଇରାନ ପରମାଣୁ ଆଲୋଚନା

ଓ୍ବାଶିଂଟନ,୨୩।୨: ଆମେରିକା ଏବଂ ଇରାନ ମଧ୍ୟରେ ପରମାଣୁ ଆଲୋଚନା ପୁନର୍ବାର ଆରମ୍ଭ ହେବାକୁ ଯାଉଛି। ଏହି ଆଲୋଚନା ଜେନେଭାରେ ହେବ। ଓମାନର ବୈଦେଶିକ ମନ୍ତ୍ରୀ ବାଦର ଅଲ-ବୁସାଇଦି…

ପାଣି ମୁନ୍ଦେ ପାଇଁ ଆଉଟୁପାଉଟୁ ଦେଶୀ, ବିଦେଶୀ ପକ୍ଷୀ

ମହାକାଳପଡ଼ା, ୨୩ା୨(ପ୍ରତାପ ଚନ୍ଦ୍ର ସ୍ବାଇଁ): ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଉପକୂଳ ମହାନଦୀ ତ୍ରିକୋଣ ଭୂମି ଅବବାହିକା ଅଞ୍ଚଳରେ ଗାଡିଆପୋଖରୀ ଖାଲ ପାଟ ଶୁଖିଗଲାଣି । ପାଣି ଅଭାବ…

ନିଶା ବଟିକା ନେଉଛି ନିରୀହ ଜୀବନ: ପୋଲିସ ଅବକାରୀ ବିଭାଗର ବ୍ୟବସାୟୀଙ୍କ ସହ ସଲାସୁତୁରା

ଧର୍ମଶାଳା,୨୩।୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଅଞ୍ଚଳରେ ନିଶା ବ୍ୟବସାୟ ଓ କାରବାର ରୋକିବାରେ ଅବକାରୀ ବିଭାଗ ଏବଂ ପୋଲିସ ପ୍ରଶାସନ ସମ୍ପୂର୍ଣ୍ଣ ବିଫଳ ହୋଇଛି…

ଭାଇ ସାଜିଲା ବଇରି: ବଡ଼ ଭାଇ ମାଡ଼ରେ ସାନ ମୃତ

ମୋହନା,୨୩।୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନାରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ ପିଇ ଦୁଇ ଭାଇଙ୍କ ମଧ୍ୟରେ ଗଣ୍ଡଗୋଳ। ଏଥିରେ ବଡଭାଇର ମାଡ଼ରେ ସାନ ଭାଇ…

ସାମାଜିକ କର୍ମୀଙ୍କ ପରଲୋକ: ବିଧାୟକଙ୍କ ଶୋକ ପ୍ରକାଶ

ଭଞ୍ଜନଗର,୨୩।୨(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ସହରତଳି ବାଉଁଶଲୁଣ୍ଡି ଗ୍ରାମର ସାମାଜିକ କର୍ମୀ ଶଙ୍କର୍ଷଣ ପ୍ରଧାନ (ଟୁନା) ୫୯ ବର୍ଷ ବୟସରେ ରବିବାର ରାତିରେ ହଠାତ୍‌ ହୃଦଘାତ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri