ମା’ଙ୍କୁ ଡରନ୍ତି ୧୦ ଲକ୍ଷ ଟଙ୍କା ଚାର୍ଜ କରୁଥିବା ଏହି ଲୋକପ୍ରିୟ ଅଭିନେତ୍ରୀ

 

ଭୋଜପୁରୀ ସିନେମାର ଅଭିନେତ୍ରୀ ଆମ୍ରାପାଲି ଦୁବେ ବର୍ତ୍ତମାନ ଚର୍ଚ୍ଚାରେ । ସେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ନିରହୁଆ ହିନ୍ଦୁସ୍ତାନୀ’ ସହିତ ଦର୍ଶକଙ୍କ ହୃଦୟ ଜିତିଥିଲେ। ୟୁପି ଏବଂ ବିହାରରେ ତାଙ୍କର ନୃତ୍ୟ ଏବଂ ଅଭିନୟର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ସେ ଚଳଚ୍ଚିତ୍ର ପିଛା ୧୦ ଲକ୍ଷ ଟଙ୍କା ଚାର୍ଜ କରନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଆମ୍ରାପାଲି ତାଙ୍କ ମା’ଙ୍କୁ ନ ପଚାରି କୌଣସି କାମ କରନ୍ତି ନାହିଁ। ସେ ତାଙ୍କ ମା’ଙ୍କୁ ବହୁତ ଭୟ କରନ୍ତି।

ଗଣମାଧ୍ୟମ ସହିତ ଏକ ବିଶେଷ ବାର୍ତ୍ତାଳାପ ସମୟରେ ଅମ୍ରାପାଲି କହିଛନ୍ତି, ସେ ତାଙ୍କ ମା’ଙ୍କୁ ଭୟ କରୁନ୍ତି। ଆଜିବି ମୋ ମା’ ମୋତେ ଜୋତାରେ ମାରନ୍ତି ବୋଲି ସେ କହିଛନ୍ତି।