ମଙ୍ଗସପୁରକୁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ସୁନ୍ଦରଗଡ଼, ୩୦।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମଙ୍ଗସପୁର ସଂଗରୋଧ କେନ୍ଦ୍ରରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସେହି ଗ୍ରାମକୁ ସଟ୍‌ ଡାଉନ୍‌ ଘୋଷଣା କରାଯାଇଛି। ମଂଗସପୁର ସରପଞ୍ଚ ବାବୁଲାଲ ମାଝୀ ଶନିବାର ଏହି ଘୋଷଣା କରିଥିବା ସୂଚନା ମିଳିଛି।