ମଉଲିକ୍‌ ସୁବିଧାରୁ ବଁଚିତ୍‌ ୨୨ ଆଦିବାସୀ ପରିବାର: ଜିଲାପାଳକୁଁ ଫେରାଦ ହେଲେ ଗାଁବାସୀ

ତଳଗାଁ, ୧।୧୧(ଡି.ଏନ୍‌.ଏ.)-ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଆଡ଼େଣୀଗଡ଼ ପଁଚେତ୍‌ ଗୋଛାବାରି ନୂଅଁ।ଗଁ।ରେ ୨୨ ଆଦିବାସୀ ମଲ୍ଲାର କୋହ୍ଳ ପରିବାର ବାସ କରୁଛନ୍‌। ହେଲେ ଇ ପରିବାରମାନେ ମଉଲିକ ସୁବିଧା ସୁଯୋଗରୁ ବଁଚିତ୍‌ ଥିବାର ୨୮ ତାରିଖ୍‌ ହରଭଙ୍ଗା ବ୍ଲରେ ଅନୁଷ୍‌ଠିତ ଜନଶୁନାନି ଶିବିରେ ଜିଲାପାଳଙ୍କୁ ଅଭିଯୋଗ କରିଥିଲେ।
ସୂଚନା ଅନ୍‌ସାରେ ଆଏଜ୍‌କେ ୧୨ ବଛର ହେଲା ଗୋଛାବାରି ନୂଅଁ।ଗଁ।ରେ ୨୨ ଆଦିବାସୀ ପରିବାର ବାସ୍‌ କରୁଛନ୍‌। ଇ ପରିବାରମାନେ ଜଂଗଲଜାତ୍‌ ଦରବ୍‌ ଠୁଲେଇ ବିକାଭଂଗା କରି କୁଟୁମ ପୁଷୁଛନ୍‌। ଜଂଗଲଟା ଇ ୨୨ ଆଦିବାସୀ ପରିବାରର ପେଟ୍‌ ପୁଷ୍‌ବାର ଜରିଆ ପାଲଟିଛେ। ହେଲେ ଦୁଖର କଥା ଇ ନିରିହ ଆଦିବାସୀ ପରିବାରମାନେ ସରକାରକଁର ସବୁ ଯୋଜନାରୁ ବଁଚିତ୍‌ ହେଇ ରହିଛନ୍‌। ଆଏଜ୍‌ବି ଇ ଗଁ।ରେ ଅନେକ୍‌ ବୁଢ଼ାବୁଢ଼ି ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ସେନ୍‌ତା ଗଁ।ରେ କେହେନ୍‌ସି ପରିବାରକେ ବିଜୁ ପକାଘର କି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ନାଇଁ କରାଯାଇ। ଜନନୀ ସୁରକ୍ଷା, ଶିକ୍ଷା, ସୁଆସ୍‌ତିଅ ଲେଖେଁ ସେବା ଆଏଜ୍‌ବି ଇମାନକର ଲାଗି ସାତ୍‌ସପନ ହେଇ ରହିଛେ। ଇଆଡ଼େ ସରକାର ରାଏଜେ କେହେନ୍‌ସି ଗରିବ୍‌ ହିତାଧିକାରୀ ଖାଏଦ୍‌ ସୁରକ୍ଷା ଯୋଜନାରୁ ବାଦ୍‌ ନାଇଁପଡ଼ନ ବଲି ଡିଂଗ୍‌ରା ପିଟୁଛନ୍‌। ଏନ୍‌ତାଥି ଇ ପରିବାରମାନେ ପୂରବର ବୌଦ୍ଧ ଜିଲାପାଳକୁଁ ଭେଟି ନିଜର ଦୁଖ୍‌ ବଖାନିବାର ସଂଗେ ପରିଚଏ ପତର ଯୁଗେଇ ଦେବାକେ ଅନୁରୋଧ କରିଥିଲେ। ଇତାକେ ଆଧାର କରି ଗଲା ଫେବୃୟାରୀ ମାସୁ ଖାଏଦ୍‌ ସୁରକ୍ଷା ଆଇନ୍‌ ଜରିଆରେ ୩ ମାସ୍‌ ତକ୍‌ ଇ ପାରିବାରମାନ୍‌କୁ ଚାଉଲ ଯୁଗେଇ ଦିଆଯାଇଥିଲା। ହେଲେ ୩ ମାସ୍‌ ଉତାରୁ ଚାଉଲ ଦେବାର ବଁଦ୍‌ କରି ଦିଆଯାଇଛେ। ଯେନ୍‌ଥିରଲାଗି ଇ ଗରିବ୍‌ ଆଦିବାସୀ ପରିବାରମାନେ ୨୮ ତାରିଖ ହରଭଙ୍ଗା ବ୍ଲକରେ ହେଇଥିବାର ଜିଲାପାଳକଁର ଜନଶୁନାନୀ ଶିବିରରେ ମଉଲିକ୍‌ ସୁବିଧା ସୁଯୋଗ ଯୁଗେଇ ଦେବାକେ ଦାବି କରିଥିଲେ। ଜିଲାପାଳ ଲଲାଟେନ୍ଦୁ ମିଶ୍ର ଇ ପରିବାରମାନକୁ ୩ ମାସ ଉତାରୁ ଚାଉଲ ଦିଆଯିବା ବଲି କଥା ଦେଲାରୁ ଆଦିବାସୀମାନେ ବ୍ଲକ ଅଫିସରୁ ଫିରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri