Posted inଖେଳ

ବିଶ୍ୱର ୧୦ ସବୁଠୁ ଅଳସୁଆ କ୍ରିକେଟର

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି, ଯେଉଁମାନେ ପଡିଆରେ ଅଳସୁଆ ସ୍ବଭାବର ଥାନ୍ତି। ବ୍ୟାଟିଂ ହେଉ କି ବୋଲିଂ ଏହି କ୍ରିକେଟରମାନେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ସେମାନେ ଫିଲ୍ଡିଂରେ ଦୁର୍ବଳ ଥାନ୍ତି। ଆସନ୍ତୁ ଜାଣିବା ସେମିତି କିଛି କ୍ରିକେଟରଙ୍କ ସମ୍ପର୍କରେ…


ଇଞ୍ଜାମାମ୍‌-ଉଲ୍‌-ହକ୍‌
ବିଶ୍ୱର ସବୁଠୁ ଅଳସୁଆ କ୍ରିକେଟର ଭାବେ ପରଚିତ ଥିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ଇଞ୍ଜାମାମ ଉଲ୍‌ ହକ୍‌। ସେ ବ୍ୟାଟିଂରେ ଉନ୍ନତ ପ୍ରଦର୍ଶନ କରୁଥିଲେ ମଧ୍ୟ ଆଦୌ ଦୌଡିପାରୁ ନ ଥିଲେ। ଏହି କାରଣରୁ ସେ କ୍ରିକେଟ କ୍ୟାରିୟରରେ ୪୦ ଥର ରନଆଉଟ୍‌ ହୋଇଛନ୍ତି।

ମହମ୍ମଦ ଶେହଜାଦ
ଆଫଗାନସ୍ତାନ କ୍ରିକେଟ ଦଳର ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ଶେହଜାଦ ମଧ୍ୟ ଏହି ଲିଷ୍ଟରେ ଆସନ୍ତି। ସେ ଚୌକା ଏବଂ ଛକା ମାରି ରନ୍‌ ସଂଗ୍ରହ କରିବାକୁ ଚେଷ୍ଟା କରିଥାନ୍ତି। ସେ ଫିଟ୍‌ନେସରେ ଦୁର୍ବଳ ଥିବା କଥା ମଧ୍ୟ ନିଜେ ସ୍ବୀକାର କରିଛନ୍ତି।


କ୍ରିସ୍‌ ଗେଲ୍‌
ଓ୍ବେଷ୍ଟଇଣ୍ଡିଜର ବିସ୍ପୋରକ ବ୍ୟାଟ୍ସମ୍ୟାନ୍‌ ମଧ୍ୟ ଚୌକା ଏବଂ ଛକାରେ ପାଳି ଆଗକୁ ବଢାଇବାକୁ ଚାହଁିଥାନ୍ତି। ରନ୍‌ ନେଇ ସ୍କୋର କରିବାକୁ ସେ ପସନ୍ଦ କନ୍ତି ନାହିଁ। ଫିଲ୍ଡିଂରେ ମଧ୍ୟ ସେ ଏତେଟା ଉତ୍ତମ ନୁହଁନ୍ତି। ସେ ଆଜି ପର୍ଯ୍ୟନ୍ତ ୩ ରନ୍‌ ଉଇକେଟରେ ଦୌଡିକି ନେବାରେ ସମର୍ଥ ହୋଇନାହାନ୍ତି।

ସରଫରାଜ ଅହମ୍ମଦ
ପାକିସ୍ତାନର ପୂର୍ବତନ ଅଧିନାୟକ ସରଫରାଜ ଅହମ୍ମଦ ମଧ୍ୟ ଅଳସୁଆ ସ୍ବାଭାବର ଖେଳାଳି ଅଟନ୍ତି। ଫିଟନେସରେ ସେ ଦୁର୍ବଳ ଥିବାରୁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି।

ମୁନାଫ୍‌ ପଟେଲ
ଭାରତୀୟ ଦଳର ପୂର୍ବତନ ପେସ୍‌ ବୋଲର୍‌ ମୁନାଫ୍‌ ପଟେଲ ଫିଲ୍ଡିଂରେ ଦୁର୍ବଳ। ସେ ସାମାନ୍ୟ କ୍ୟାଚ୍‌ ଧରିବାରେ ମଧ୍ୟ ବିଫଳ ଥାନ୍ତି।

ବିରେନ୍ଦ୍ର ସେହ୍ବାଗ
ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ଓପନର ବିରେନ୍ଦ୍ର ସେହ୍ବାଗ ମଧ୍ୟ ଅଳସୁଆ କ୍ରିକେଟର ଲିଷ୍ଟରେ ଆସୁଛନ୍ତି। ସେ ପ୍ରାୟ ରନ୍‌-ଆଉଟ୍‌ ହେଉଥିବାର ଦେଖାଯାଏ। ସେ କେବେ ବି ଉଇକେଟ୍‌ ପଛରେ ଦୌଡି ରନ୍‌ ନେବାକୁ ପସନ୍ଦ କରନ୍ତି ନାହିଁ।

ରୋହିତ ଶର୍ମା
ଏହି ଲିଷ୍ଟ ଅଛନ୍ତି ଭାରତୀୟ ଓପନର ରୋହିତ ଶର୍ମା। ସେ ମଧ୍ୟ ଫିଲ୍ଡିରେ ଟିକେ ଦୁର୍ବଳ।

ୟୁସୁଫ ପଠାନ
ଅଲରାଉଣ୍ଡର ୟୁସୁଫ ପଠାନରେ ଫିଲ୍ଡିରେ ଦୁର୍ବଳ। ସେ ଆlଦୌ ଦୌଡିପାରନ୍ତି ନାହିଁ।

ଥିସାରା ପେରେରା
ଶ୍ରୀଲଙ୍କାର ପୂର୍ବତନ ଖେଳାଳି ଥିସାରା ପେରେରା ବ୍ୟାଟିଂ ଏବଂ ବୋଲିଂରେ ଭଲ ପ୍ରଦର୍ଶନ କରୁଥିଲେ ମଧ୍ୟ ଫିଲ୍ଡିଂରେ ଦୁର୍ବଳ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri