Categories: ଜାତୀୟ

ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାରେ ବାଘେଲା

ନୂଆଦିଲ୍ଲୀ,୩।୧୦: ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲା ଏକ ବିବାଦୀୟ ଟିପ୍ପଣୀ ଦେଇ ଆସିଛନ୍ତି ଚର୍ଚ୍ଚାକୁ। ସେ କହିଛନ୍ତି ବିନାୟକ ଦାମୋଦର ସାଭରକର ମାହାତ୍ମା ଗାନ୍ଧୀଙ୍କ ହତ୍ୟା ଷଡଯନ୍ତ୍ରର ଏକ ଅଂଶ ଥିଲେ ଯାହାକୁ କେହି ଅମାନ୍ୟ କରିପାରିବେ ନାହିଁ। କାରଣ ନାଥୁରାମ ଗଡ଼ସେ ସାଭରକରଙ୍କ ଶିଷ୍ୟ ଥିଲେ। ଏହା ଏକ ଐତିହାସିକ ତଥ୍ୟ ବୋଲି ସେ ଯୁକ୍ତି କରିଛନ୍ତି।

Share