ବିନା ମେକଅପ୍‌ରେ ଏହି ନାୟିକାଙ୍କୁ ଚିହ୍ନିବା ହେଲା ମୁସ୍କିଲ

ହାଇଦ୍ରାବାଦ: ରାତାରାତି ସୋସିଆଲ ମିଡିଆ ସେନଶେସନ ପାଲଟିଥିବା ପ୍ରିୟା ପ୍ରକାଶଙ୍କୁ ବିନା ମେକଅପରେ ଚିହ୍ନିବା ମୁସ୍କିଲ ହୋଇ ପଡିଛି। ନିକଟରେ ପ୍ରିୟା ବିନା ମେକଅପ୍‌ରେ ହାଇଦ୍ରାବାଦ ବିମାନ ବନ୍ଦରରେ ସ୍ପଟ ହୋଇଥିଲେ। ଗ୍ରୀନ୍‌ କଲର ଟପ୍ସ ଓ ଜିନ୍ସରେ ଥିବା ପ୍ରିୟାଙ୍କୁ କେହି ବି ଗଣମାଧ୍ୟମ ପ୍ରତିନିଧି ଚିହ୍ନି ପାରି ନ ଥିଲେ। କାରଣ ଥିଲା ପ୍ରିୟା ଥିଲେ ବିନା ମେକଅପ୍‌ରେ। ଦିନେ ଆଖିମାରି ରାତାରାତି ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟା ଏବେ ବଲିଉଡ୍‌ରେ ଡେବ୍ୟୁ କରିବାକୁ ଯାଉଛନ୍ତି। ହେଲେ ତା’ ପୂର୍ବରୁ ତାଙ୍କର ଏମିତି ଗେଟ୍‌ଅପ୍‌ ଏବେ ପୁଣିଥରେ ଭାଇରାଲ୍‌ ହୋଇଛି।

Share