ବିଟ୍‌ରୁଟ୍‌ ମୋଦକ

ବିଟ୍‌ରୁଟ୍‌ ମୋଦକ
ଆବଶ୍ୟକ ସାମଗ୍ରୀ: ୨ କପ୍‌ ବେସନ, ୨ ଟେବଲ୍‌ ସ୍ପୁନ୍‌ ରାଓ୍ବା/ସୁଜି, ୨ଟି ସିଝା ବିଟ୍‌ରୁଟ ପେଷ୍ଟ କିମ୍ବା ୧/୪ ଟିସ୍ପୁନ୍‌ ବିଟ୍‌ରୁଟ୍‌ କଲର, ୧.୫ କପ୍‌ ପାଣି, ଛାଣିବା ଲାଗି ଆବଶ୍ୟକ ତେଲ।
ସିରା ଲାଗି- ଏକ କପ୍‌ ଚିନି, ଅଧା କପ୍‌ ପାଣି, ୧/୪ ଗୁଜୁରାତି ପାଉଡର୍‌, ୧/୨ ଟିସ୍ପୁନ୍‌ ଲେମ୍ବୁ ରସ, ୨ ଟେବୁଲ୍‌ ସ୍ପୁନ୍‌ ଖଣ୍ଡ କାଜୁ।
ପ୍ରସ୍ତୁତି ପ୍ରଣାଳୀ: – ଏକ ପାତ୍ରରେ ୨ କପ୍‌ ବେସନ, ୨ ଟେବଲ୍‌ ସ୍ପୁନ୍‌ ରାଓ୍ବା/ସୁଜି, ୨ଟି ସିଝା ବିଟ୍‌ରୁଟ ପେଷ୍ଟ କିମ୍ବା ୧/୪ ଟିସ୍ପୁନ୍‌ ବିଟ୍‌ରୁଟ୍‌ କଲର, ୧.୫ କପ୍‌ ପାଣି ନେଇ ଭଲ ଭାବେ ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହାକୁ ୩୦ ମିନିଟ୍‌ ଛାଡି ଦିଅନ୍ତୁ।
– ଚୁଲାରେ ତେଲ ଗରମ କରନ୍ତୁ। ପୂର୍ବ ପ୍ରସ୍ତୁତ ପେଷ୍ଟକୁ ଛୋଟ ଛୋଟ ଗୁଳା କରି ମୋଦକ ଛାଣନ୍ତୁ।
– ଛାଣିବା ପରେ ମୋଦକରୁ ତେଲ ଛାଡିବା ଲାଗି ପେପରରେ ରଖନ୍ତୁ।
– ଅନ୍ୟ ଏକ ପାତ୍ରରେ ପାଣିରେ ଚିନି ପାକଇ ଫୁଟାନ୍ତୁ। କିଛି ସମୟ ପରେ ସେଥିରେ ଲେମ୍ବୁରସ ଏବଂ ଗୁଜୁରାତି ଗୁଣ୍ଡ ପକାଇ ଗୋଳାନ୍ତୁ। ସିରା ବହଳିଆ ହୋଇଗଲେ ସେଥିରେ ପୂର୍ବରୁ ଛଣା ହୋଇ ରହିଥିବା ମୋଦକକୁ ପକାଇ ୨ମିନିଟ୍‌ ଫୁଟାଇବା ପରେ ଚୁଲା ବନ୍ଦ କରିଦିଅନ୍ତୁ। ସେହିପରି ୧୦ ମିନିଟ୍‌ ରହିବାକୁ ଦିଅନ୍ତୁ। ସେଥିରେ କାଜୁଗୁଣ୍ଡ ପକାନ୍ତୁ।
– ପ୍ରସ୍ତୁତ ହୋଇଗଲା ବିଟ୍‌ରୁଟ୍‌ ମୋଦକ। କିଛି ସମୟ ଫ୍ରିଜ୍‌ରେ ରଖିବା ପରେ ଏହାକୁ ଖାଇବାର ମଜା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri