Categories: ବାଣିଜ୍ୟ

ବାତ୍ୟା କ୍ଷତିଗ୍ରସ୍ତଙ୍କ ଲାଗି ସାଓମି ଦିଲ୍ଲୀ ଟିମ୍‌ ପକ୍ଷରୁ ୩ ଲକ୍ଷ

ଭୁବନେଶ୍ୱର,୨୨।୫: ପ୍ରମୁଖ କମ୍ପାନୀ ସାଓମି କର୍ପୋରେଶନର ଦିଲ୍ଲୀ ଟିମ୍‌ ପକ୍ଷରୁ ମୁଖ୍ୟ ମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି। ଫନୀ ପ୍ରଭାବିତଙ୍କ ସହାୟତା ଦିଗରେ ଏହି ଅର୍ଥ ପ୍ରଦାନ କରାଯାଇଛି। ସାଓମିର ରାଜ୍ୟ ମୁଖ୍ୟ ଅମିତ କୁମାର ପଣ୍ଡାଙ୍କ ଉଦ୍ୟମ କ୍ରମେ ଅନ୍ୟ କର୍ମକର୍ତ୍ତା ମାନେ ଏଥି ସଂକ୍ରାନ୍ତ ଚେକ୍‌କୁ ରିଲିଫ ପାଣ୍ଠିକୁ ପ୍ରଦାନ କରିଥିବା ସୂଚନା ରହିଛି।

Share