ବଦଳିବ ଇଣ୍ଡୋନେସିଆର ରାଜଧାନୀ

ଜାକର୍ତ୍ତା,୯।୮: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ବଦଳରେ ବୋର୍ଣ୍ଣିଓ ଦ୍ୱୀପକୁ ଉଠାଇ ନିଆଯିବା ପାଇଁ ଯୋଜନା ଚାଲିଛି ବୋଲି ରାଷ୍ଟ୍ରପତି ଜୋକୋ ୱିଡୋଡୋ ସୂଚନା ଦେଇଛନ୍ତି। ଏହା କାଲିମାଣ୍ଟନ, ପୂର୍ବ କାଲିମାଣ୍ଟନ କିମ୍ବା ଦକ୍ଷିଣ କାଲିମାଣ୍ଟନରେ ପ୍ରତିଷ୍ଠିତ ହେବା ନେଇ ସେ ଟୁଇଟ୍‌ ଯୋଗେ କହିଛନ୍ତି। ଆଗାମୀ ୧୦ ବର୍ଷ, ୫୦ ବର୍ଷ ଏବଂ ୧୦୦ ବର୍ଷ ପାଇଁ ଚିନ୍ତା କରାଯାଇ କୌଣସି ନିଷ୍ପତ୍ତି ନିଆଯିବ ବୋଲି ଜୋକୋ ସୂଚିତ କରିଛନ୍ତି।

Share