Categories: ଜାତୀୟ

ଫରିଦାବାଦ ସ୍କୁଲରେ ନିଆଁ: ୨ ଶିଶୁଙ୍କ ସମେତ ୩ ମୃତ

ଫରିଦାବାଦ,୮।୬: ହରିୟାଣାର ଫରିଦାବାଦରେ ଥିବା ଡାବୁଆ କଲୋନୀ ନିକଟରେ ଏକ ସ୍କୁଲ ଓ ଏହା ନିକଟରେ ଥିବା ଏକ ଲୁଗା ଦୋକାନରେ ନିଆଁ ଲାଗିଯିବା ଫଳରେ ୨ ଶିଶୁଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ନିଆଁ ଲାଗିବାର କାରଣ ସ୍ପଷ୍ଟ ହୋଇ ନ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Share