Categories: ଜାତୀୟ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦଙ୍କ ପରଲୋକ

ଲକ୍ଷ୍ନୌ,୨୭।୩: ପୁର୍ବତନ କେନ୍ଦ୍ରମନ୍ତ୍ରୀ ବେଣି ପ୍ରସାଦ ବର୍ମାଙ୍କର ଶୁକ୍ରବାର ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ପରଲୋକ ହୋଇଛି। ଦୀର୍ଘଦିନ ହେବ ସେ ଅସୁସ୍ଥ ଥିଲେ। ସମାଜବାଦୀ ପାର୍ଟିର ଜଣେ ଆଗଧାଡିର ନେତା ଭାବେ ସେ ବେଶ୍‌ ପରିଚିତ ଥିଲେ। ସମାଜବାଦୀ ପାର୍ଟିରୁ ସେ ରାଜ୍ୟ ସଭା ଏମ୍‌ ପି ଭାବେ କାର୍ଯ୍ୟଭାର ତୁଲାଇଥିଲେ। ସେ ଉତ୍ତରପ୍ରଦେଶ କୁର୍ମି ସମାଜର ଜଣେ ପରିଷ୍ଠ ନେତା ଭାବେ ପରିଚିତ ଥିଲେ।

Share