Categories: ଜାତୀୟ

ପୁଣି ଟଳିପାରେ ନିର୍ଭୟା ଦୋଷୀଙ୍କ ଫାଶୀ: କ୍ଷମାପ୍ରାର୍ଥନା ପାଇଁ ରାଷ୍ଟ୍ରପତିଙ୍କ ନିକଟରେ ଆବେଦନ କଲେ ବିନୟ

ନୂଆଦିଲ୍ଲୀ,୨୯।୧: ଦିଲ୍ଲୀର ବହୁଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ମାମଲାର ୪ ଦୋଷୀଙ୍କ ଫାଶୀ ପୁଣି ଟଳିପାରେ। ଫାଶୀରୁ ବର୍ତ୍ତିବା ପାଇଁ ୪ଦୋଷୀଙ୍କ ମଧ୍ୟରୁ ଅନ୍ୟ ଦୋଷୀ ବିନୟ ଶର୍ମା ବୁଧବାର ନୂଆ ବିକଳ୍ପ ଆପଣାଇଛନ୍ତି। ବୁଧବାର ବିନୟଙ୍କ ଓକିଲ ରାଷ୍ଟ୍ରପତିଙ୍କ ନିକଟରେ କ୍ଷମା ପ୍ରାର୍ଥନା ଆବେଦନ କରିଥିବା ଜଣାପଡ଼ିଛି। ପୂର୍ବରୁ ବିନୟଙ୍କ କ୍ୟୁରେଟିଭ ପିଟିଶନ ଖାରଜ ହୋଇସାରିଛି।

Share