ପିଏମ୍‌ କେୟାରସ୍‌ ଫଣ୍ଡକୁ ଦାନ

ସୋନପୁର,୧୨।୪(ନି.ପ୍ର.): କରୋନା ମହାମାରୀର ମୁକାବିଲା କରିବା ପାଇଁ ଯୁବ ବ୍ୟବସାୟୀ ମୋନିଷ୍‌ ଅଗ୍ରଓ୍ବାଲ ୧ଲକ୍ଷ ୨ହଜାର ଟଙ୍କା ଦାନ କରିଛନ୍ତି। ଅଗ୍ରଓ୍ବାଲ ସୋନପୁର ବ୍ଲକ ଖରଜୁରାସ୍ଥିତ ଲଳିତା ରାଇସ୍‌ ମିଲ ନାମରେ ପିଏମ୍‌ କେୟାରସ୍‌ ଫଣ୍ଡକୁ ୫୧ହଜାର ଟଙ୍କା ପ୍ରଦାନ କରିଛନ୍ତି। ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାର ସିଂଦେଓଙ୍କୁ ଅଗ୍ରଓ୍ବାଲ ଏହି ଚେକ୍‌ ପ୍ରଦାନ କରିଛନ୍ତି। ପୂର୍ବରୁ ଅଗ୍ରଓ୍ବାଲା ସୁବର୍ଣ୍ଣପୁର ଜିଲାପାଳ ମୋନିଷା ବାନାର୍ଜୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୫୧ହଜାର ଟଙ୍କା ପ୍ରଦାନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ମମତା ବାନାର୍ଜୀଙ୍କ ସହ ଏମପି-ଏମଏଲଏଙ୍କ ମତାନ୍ତର କାହିଁକି? ଟିଏମସି ବିଭାଜିତ ହେବ କି? ବିଦ୍ରୋହୀ କାକୋଲି ଘୋଷ ଯୋଜନା କରିଛନ୍ତି…

କୋଲକାତା,୯।୬: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଭିତରେ ଏକ ବଡ଼ ରାଜନୈତିକ ଅସ୍ଥିରତା ସୃଷ୍ଟି ହୋଇପାରେ। ଦଳର ଆଭ୍ୟନ୍ତରୀଣ ଫାଟ ଖୋଲା ବିଦ୍ରୋହରେ ପରିଣତ ହେଉଥିବା ପରି…

ନୂତନ ଅଧ୍ୟକ୍ଷା ଭାବେ ଯୋଗଦେଲେ ଚୈତାଲି: ମହାବିଦ୍ୟାଳୟର ଆହୁରି ବିକାଶ ହେବ ବୋଲି ଆଶା

ଭଞ୍ଜନଗର,୯।୬(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷା ଭାବେ ଡ ଚୈତାଲି ଷଡ଼ଙ୍ଗୀ ସୋମବାର କାର୍ଯ୍ୟରେ ଯୋଗ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ଜଳବାୟୁ ପରିବର୍ତ୍ତନର ଭୟଙ୍କର ରୂପ! ବର୍ଷା ଋତୁରେ ବି ଅସ୍ତବ୍ୟସ୍ତ କରିବ ତାତି, ବଡ଼ ଚେତାବନୀ ଦେଲେ ପାଣିପାଗ ବିଜ୍ଞାନୀ

ନୂଆଦିଲ୍ଲୀ,୯।୬(ପିଟିଆଇ): ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ ବିଶ୍ୱର ପ୍ରତ୍ୟେକ ଭାଗରେ ଅନୁଭୂତ ହେବାରେ ଲାଗିଛି। ସାହାରା ମରୁଭୂମିଠାରୁ ଆରମ୍ଭ କରି ଆଣ୍ଟାର୍କଟିକା ଏବଂ ଉତ୍ତର ମେରୁ ପର୍ଯ୍ୟନ୍ତ ଏହାର…

ବର୍ଷକୁ ୧୦ ଦିନ ସ୍କୁଲକୁ ବ୍ୟାଗ୍‌ ନେବେନି ପିଲା: ଜାଣନ୍ତୁ କେବେ, କାହିଁକି

ଭୁବନେଶ୍ୱର,୯ା୬(ସୁଚିସ୍ମିତା ସାହୁ):ଗତ କିଛିବର୍ଷ ଧରି କୋମଳମତି ଶିଶୁମାନେ ପାଠ ପଢ଼ିବାଠାରୁ ବେଶି ବସ୍ତାନି ବୋଝ ଉଠାଉଥିଲେ। ଏହି ବୋଝକୁ ରାଜ୍ୟ ସରକାର ହାଲୁକା କରିଛନ୍ତି। ଜାତୀୟ ଶିକ୍ଷା…

ନେତାନ୍ୟାହୁଙ୍କୁ ଟ୍ରମ୍ପଙ୍କ ଶେଷ ଚେତାବନୀ! ‘ବିବି ସାବଧାନ ହୋଇଯାଅ, ନହେଲେ…’

ଓ୍ବାଶିଂଟନ,୯।୬: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମଧ୍ୟରେ ମତଭେଦ ଦେଖାଯାଇଛି । ୬୦…

୨୪ ଭାରତୀୟ ଥିବା ତୈଳବାହୀ ଜାହାଜ ଉପରେ ଆକ୍ରମଣ

ନୂଆଦିଲ୍ଲୀ,୯ା୬: ଅସ୍ତ୍ରବିରତି ସତ୍ତ୍ୱେ ଇସ୍ରାଏଲ୍‌ ଏବଂ ଇରାନ ମଧ୍ୟରେ ଆକ୍ରମଣ ଜୋର୍‌ଦାର ହୋଇଥିବାବେଳେ ଓମାନ ଉପକୂଳରେ ୨୪ ଭାରତୀୟ ଥିବା ଏକ ତୈଳବାହୀ ଜାହାଜ ସୋମବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri