Categories: ରାୟଗଡା

ବଜ୍ରପାତ ନେଲା ୨ ଜୀବନ

ପାପଡ଼ାହାଣ୍ଡି, ୧୭।୬(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଚେରଚେଟା ପଞ୍ଚାୟତ ବରଦେଇ ଗ୍ରାମରେ ରବିବାର ବଜ୍ରପାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ଗ୍ରାମର ବିଷମ ନାୟକ ଓ ମହେନ୍ଦ୍ର ଭତରା। ସୋମବାର ସେମାନଙ୍କ ମୃତଦେହ ଜମିରୁ ଉଦ୍ଧାର କରାଯାଇଛି। ସାରେ ଦୁହେଁ ଜମି ଆଡ଼କୁ ବୁଲିବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା।