ପାଣିରେ ଯୋଗାସନ କଲେ ଯବାନ

ଇଟାନଗର,୨୧।୬: ସମଗ୍ର ବିଶ୍ୱରେ ଶୁକ୍ରବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଯୋଗ ଦିବସକୁ ସ୍ମରଣୀୟ କରିବା ଯବାନମାନେ ପାଣି ଓ ପାହାଡ଼ ଉପରେ ଯୋଗ କରୁଥିବା ଦେଖିବାକୁ ମିଳିଛି। ଏହିି ପରିପ୍ରେକ୍ଷୀରେ ଅରୁଣାଚଳ ପ୍ରଦେଶରେ ୯ମ ବାଟାଲିୟନର ଆଇଟିବିପି ଯବାନମାନେ ଦିଗାହ ନଦୀରେ ଯୋଗ କରିଥିବା ଦେଖିବାକୁ ମିଳିଛି। ଏଥିରେ ଶତାଧିକ ଯବାନ ସାମିଲ ହୋଇଥିଲେ।

Share