ପାକ୍‌ ଜେଲରେ ୨୮୨ ଭାରତୀୟ

ଇସ୍‌ଲାମାମାଦ,୨ା୧(ପି.ଟି.): ପାକିସ୍ତାନର ଜେଲ୍‌ଗୁଡ଼ିକରେ ୨୮୨ ଭାରତୀୟ ବନ୍ଦୀ ରହିଛନ୍ତି। ପାକିସ୍ତାନ ପକ୍ଷରୁ ଭାରତକୁ ହସ୍ତାନ୍ତର କରାଯାଇଥିବା କଏଦୀଙ୍କ ତାଲିକାରୁ ଏହା ଜଣାପଡ଼ିଛି। ଉଭୟ ଦେଶ ପରସ୍ପରକୁ ବର୍ଷକୁ ଦୁଇଥର (ଜାନୁୟାରୀ ୧ ଓ ଜୁଲାଇ ୧)ରେ ନିଜ ନିଜ ଦେଶରେ ବନ୍ଦୀ ଥିବା ଅପରପକ୍ଷର ନାଗରିକଙ୍କ ତାଲିକା ପ୍ରଦାନ କରିଥାନ୍ତି।

Share