Categories: ଜାତୀୟ

ପଶ୍ଚିମବଙ୍ଗକୁ ମିନି ପାକିସ୍ତାନ କରିଛନ୍ତି ମମତା: ଅଜୟ ଆଲୋକ

ପାଟନା,୧୨।୬: ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗକୁ ମିନି ପାକିସ୍ତାନ କରିଛନ୍ତି। ଏନେଇ ଜେଡିୟୁ ନେତା ଅଜୟ ଆଲୋକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ରାଜ୍ୟରେ ରୋହିଙ୍ଗ୍ୟାମାନେ ବିହାର ଲୋକଙ୍କୁ ତଡି ଦେଉଥିବା ସେ ଅଭିଯୋଗ କରିଛନ୍ତି। ଏଠାରେ ବିହାରର ଲୋକଙ୍କ ଉପରେ ନିର୍ଯାତନା ହେଉଥିବା ଅୟଜ କହିଛନ୍ତି। ଅଜୟଙ୍କ ମନ୍ତବ୍ୟ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ପୂର୍ବରୁ ସୁଶୀଲ ମୋଦି ପଶ୍ଚିମବଙ୍ଗରେ ହିନ୍ଦୀ ଭାଷାଭାଷୀଙ୍କ ଅଣଦେଖା କରାଯାଉଥିବା ଅଭିଯୋଗ କରିଥିଲେ।

Share