Categories: ଜାତୀୟ

ପଛରେ ପଡିଲେ ଶତ୍ରୁ

ପାଟନା,୨୩।୫: ବିହାରର ପାଟନା ସାହିବ ଆସନରୁ କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କୁ ଲାଗିଛି ଝଟକା। ଅଭିନେତାରୁ ନେତା ପାଲଟିଥିବା ସିହ୍ନା ଶେଷ ମୁହୂର୍ତ୍ତରେ ଭାଜପା ଛାଡି କଂଗ୍ରେସରେ ଯୋଗ ଦେବା ଏବେ ତାଙ୍କୁ ମହଙ୍ଗା ପଡିଛି ବୋଲି ଆଲୋଚନା ହେଉଛି। କାରଣ ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା ଭାଜପା ନେତା ରବି ଶଙ୍କର ପ୍ରସାଦଙ୍କଠାରୁ ପ୍ରାୟ ୧ଲକ୍ଷ ୪୪ ହଜାର୨୪୯ ଭୋଟରେ ପଛୁଆ ଥିବା ଜଣାପଡିଛି।

Share