ନୂତନ ଜିଲା ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେଉଁ ଜିଲା ପାଇଁ କାହାକୁ ମିଳିଲା ଦାୟିତ୍ୱ..

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଶାସକ ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ନୂତନ ଜିଲା ପର୍ଯ୍ୟବେକ୍ଷକଙ୍କୁ ନିଯୁକ୍ତି ଦେଇଛନ୍ତି।

  • ଜିଲା: କାହାକୁ ମିଳିଲା ଦାୟିତ୍ୱ
    ନବରଙ୍ଗପୁର : ସଞ୍ଜୟ କୁମାର ଦାସବର୍ମା
    ରାୟଗଡ଼ା : ସଞ୍ଜୟ କୁମାର ଦାସବର୍ମା
    କୋରାପୁଟ : ଚନ୍ଦ୍ରସାରଥୀ ବେହେରା
    ମାଲକାନାଗିରି : ଚନ୍ଦ୍ରସାରଥୀ ବେହେରା
    କଳାହାଣ୍ଡି : ନବକିଶୋର ଦାସ
    ବରଗଡ଼ : ପ୍ରଫୁଲ୍ଲ କୁମାର ମଲ୍ଲିକ
    ବଲାଙ୍ଗୀର: ସୁଶାନ୍ତ ସିଂହ
    ଗଞ୍ଜାମ: ମହେଶ୍ୱର ମହାନ୍ତି
    ଗଜପତି: ପୂର୍ଣ୍ଣଚନ୍ଦ୍ର ସ୍ବାଇଁ
    କନ୍ଧମାଳ: ବିକ୍ରମ କେଶରୀ ଆରୁଖ
    ଢେଙ୍କାନାଳ: ବିଜୟ ନାୟକ
    ବୌଦ୍ଧ : କୃତିବାସ ପାତ୍ର
    ଅନଗୁଳ : ନିରଞ୍ଜନ ପୂଜାରୀ
    ସମ୍ବଲପୁର : ନଳିନୀକାନ୍ତ ପ୍ରଧାନ
    ଦେବଗଡ଼ : ନଳିନୀକାନ୍ତ ପ୍ରଧାନ
    ସୁନ୍ଦରଗଡ଼ : ପ୍ରୀତିରଞ୍ଜନ ଘଡ଼େଇ
    କେନ୍ଦୁଝର : ଦିବ୍ୟଶଙ୍କର ମିଶ୍ର
    ମୟୂରଭଞ୍ଜ : ପ୍ରଣବ ପ୍ରକାଶ ଦାସ
    ବାଲେଶ୍ୱର : ପ୍ରତାପ ଜେନା
    ଭଦ୍ରକ : ରଣେନ୍ଦ୍ର ପ୍ରତାପ ସ୍ବାଇଁ
    କେନ୍ଦ୍ରାପଡ଼ା : ପ୍ରମିଳା ମଲ୍ଲିକ
    ଜଗତସିଂହପୁର : ଦେବାଶିଷ ସାମନ୍ତରାୟ
    ପୁରୀ: ପ୍ରଦୀପ କୁମାର ଅମାତ
    ଖୋର୍ଦ୍ଧା: ପ୍ରସନ୍ନ ଆଚାର୍ଯ୍ୟ
    ନୂଆପଡ଼ା: ସୌଭାଗ୍ୟ ନାୟକ
    କଟକ: ଉଷା ଦେବୀ
    ଯାଜପୁର: ଅଶୋକ ଚନ୍ଦ୍ର ପଣ୍ଡା
    ନୟାଗଡ଼: ଅମର ପ୍ରସାଦ ଶତପଥୀ
    ଝାରସୁଗୁଡ଼ା : ପଦ୍ମନାଭ ବେହେରା
    ସୁବର୍ଣ୍ଣପୁର : ଆୟୂବ ଖାନ୍‌