Posted inଫୁରସତ

ନୂଆବର୍ଷ ପୂର୍ବ ରାତିରେ ଖାଆନ୍ତୁ ଏସବୁ ଆସିବ ସୌଭାଗ୍ୟ

ନୂଆବର୍ଷକୁ କିଏ କେତେ ଢଙ୍ଗରେ ପାଳନ କରି ଥାଆନ୍ତି। ହେଲେ କିଛି ଦେଶରେ ନୂଆବର୍ଷରେ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଇଥାଏ। କାରଣ ଏସବୁ ଖାଦ୍ୟ ସୁଖ ସମୃଦ୍ଧି ଆଣି ଦିଏ ବୋଲି ବିଶ୍ୱାସ ରହିଛି।

ମାଛ:
କେତେକ ୟୁରୋପୀୟ ଦେଶରେ ନୂଆବର୍ଷ ପୂର୍ବ ରାତିରେ ଲୋକେ ମାଛ ଖାଇଥାଆନ୍ତି। କାରଣ ଏହା ଶୁଭର ସଙ୍କେତ ହୋଇଥିବା ବେଳେ ଏହା ଏକାସଙ୍ଗେ ଅଧିକ ଅଣ୍ଡା ଦେଉଥିବାରୁ ଘରେ ସୁଖଶାନ୍ତି ଓ ଧନପ୍ରାପ୍ତି ହୋଇଥାଏ।

ନୁଡୁଲ୍ସ:
ବିଶେଷ କରି ଚାଇନା ଓ ଜାପାନର ଲୋକେ ଏହାକୁ ନ ଭାଙ୍ଗି ଖାଇଥାଆନ୍ତି। କାରଣ ଏହାଦ୍ୱାରା ଆୟୁ ଲମ୍ବା ହୋଇଥାଏ ବୋଲି କୁହାଯାଏ।

କେକ୍‌:
ସ୍ବାଦରେ ଏହା ମିଠା ହୋଇଥିବାରୁ ପରିବାର ଉପରେ ଏହାର ସକରାତ୍ମକ ପ୍ରଭାବ ପଡିଥାଏ ବୋଲି ଆମେରିକୀୟମାନେ ବଶ୍ୱାସ କରି ନୂଆବର୍ଷ ପୂର୍ବ ରାତିରେ କେକ୍‌ କାଟି ଥାଆନ୍ତି।

ଅଙ୍ଗୁର:
କେତେକ ୟୁରୋପୀୟ ଦେଶ ନୂଆବର୍ଷ ପୂର୍ବ ରାତିରେ ୧୨ଟି ଅଙ୍ଗୁର ଖାଇଥାଆନ୍ତି। କାରଣ ଏହାଦ୍ୱାରା ନୂତନବର୍ଷ ଭଲରେ କଟିଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି।

ଡାଳିମ୍ବ:
ଗ୍ରୀକ୍‌ ଦେଶର ଲୋକେ ନୂଆବର୍ଷ ପୂର୍ବ ରାତିରେ ଡାଳିମ୍ବ ଖାଇଥାଆନ୍ତି। ସେମାନଙ୍କ ମତରେ ଯେଉଁ ଫଳରେ ଅଧିକ ମଞ୍ଜି ଥାଏ ତାହା ଘରେ ସୁଖସମୃଦ୍ଧି ବୃଦ୍ଧି କରିବା ସହ ଧନ ବୃଦ୍ଧି ମଧ୍ୟ କରିଥାଏ। କେବଳ ସେତିକି ନୁହେଁ ଏହାଦ୍ୱାରା ପରିବାର ମଧ୍ୟ ବୃଦ୍ଧି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri