Categories: ଜାତୀୟ

ନିଜର ୨ ମାସର ଦରମା ଗରିବ ପିଲାଙ୍କୁ ଦାନ କଲେ ଆଇଏଏସ୍‌ ଅଫିସର

ଶିଲଂ,୧୬।୧୧: ମେଘାଳୟ ଶିଲଂରେ କାର୍ଯ୍ୟ କରୁଥିବା ଆଇଏଏସ୍‌ ଅଫିସର ସ୍ବପ୍ରିଲ୍‌ ଟେଂବେ ନିଜର ୨ ମାସର ଦରମା ଗରିବ ପିଲାଙ୍କୁ ଦାନ କରିଛନ୍ତି। ୨୦୧୫ ବ୍ୟାଚ୍‌ର ଏହି ଆଇଏଏସ୍‌ ଅଫିସର ଦାନ୍ଦେଗରେ ସିଭିଲ୍‌ ସବ୍‌ଡିଭିଜନ୍‌ରେ ଏସ୍‌ଡିଓ ଭାବେ କାର୍ଯ୍ୟ କରୁଛନ୍ତି। ଗାରୋ ପାହାଡ଼ ଅଞ୍ଚଳରେ କମ୍‌ ସଂଖ୍ୟକ ସରକାରୀ ସ୍କୁଲ ରହିବା ସହିତ ବହୁ ପିଲା ସାଧାରଣ ଶିକ୍ଷା ଲାଭରୁ ବଞ୍ଚିତ ହେଉଥିବାରୁ ସ୍ବପ୍ରିଲ୍‌ ନିଜର ଦରମା ଦ୍ୱାରା ସେମାନଙ୍କର ଉନ୍ନତ୍ତି କରିବାର ଉଦ୍ୟମ କରିଥିବା କହିଛନ୍ତି।

Share