ଧ୍ରୁବ ସାହୁ ୬,୭୯୯ ଭୋଟରେ ଆଗୁଆ

ରାଜନଗର, ୨୩।୫ (ଡି.ଏନ୍‌.ଏ.)- ୧୭ ରାଉଣ୍ଡ ଗଣତି ଶେଷ ସୁଦ୍ଧା ରାଜନଗର ବିଧାନସଭା ଆସନରେ ବିଜେଡି ପ୍ରାର୍ଥୀ କଂଗ୍ରେସ ପ୍ରାର୍ଥୀଙ୍କଠାରୁ ୬,୭୯୯ ବ୍ୟବଧାନରେ ଆଗୁଆ ଅଛନ୍ତି। ବିଜେଡି ପ୍ରାର୍ଥୀ ଧ୍ରୁବ ସାହୁ ୩୦, ୩୧୧ ଖଣ୍ଡ ଭୋଟ ପାଇଥିବା ବେଳେ କଂଗ୍ରେସର ଅଂଶୁମାନ ମହାନ୍ତି ୨୩, ୫୧୨ ଖଣ୍ଡ ଭୋଟ ପାଇଛନ୍ତି।