Categories: ଫୁରସତ

ଦେଶର ସବୁଠୁ ଭୟାନକ ଦୁର୍ଗ, ସନ୍ଧ୍ୟା ହେଲେ ଯିବାକୁ ଲାଗିବ ଡର

ଆମ ଦେଶରେ ପୁରୁଣା ଯୁଗର କିଛି ଦୁର୍ଗ ଆଜି ବି ରହିଛି। ସେଥିମଧ୍ୟରୁ କେତେକ ଖୁବ୍‌ ସୁନ୍ଦର ହୋଇଥିବାବେଳେ ଆଉ କିଛି ଭୟାନକ। ଏହିପରି ଏକ ଦୁର୍ଗ ହେଉଛି ପ୍ରବଳଗଢ଼। ଯାହା ମହାରାଷ୍ଟ୍ରର ମାଥରନ୍‌ ଏବଂ ପାନ୍‌ଭେଲ ମଝିରେ ରହିଛି। ଏହି ଦୁର୍ଗ ଭାରତର ସବୁଠୁ ଭୟାନକ। ଏହା କଳାବତୀ ଦୁର୍ଗ ନାମରେ ଜଣାଶୁଣା। ଏହି ଦୁର୍ଗର ଉଚ୍ଚତା ୨୩୦୦ ଫୁଟ। ଏଠାକୁ ବହୁ କମ୍‌ ଲୋକ ଆସିଥାନ୍ତି।

ଯେଉଁମାନେ ଆସିଥାନ୍ତି ସୂର୍ଯ୍ୟ ବୁଡ଼ିବା ପୂର୍ବରୁ ଚାଲିଯାଇଥାନ୍ତି। କାରଣ ଏଠାରେ ପାଣି  ନାହିଁ କି ବିଜୁଳି ନାହିଁ। ସୂର୍ଯ୍ୟ ବୁଡ଼ିବା କ୍ଷଣି ବହୁଦୂର ପର୍ଯ୍ୟନ୍ତ ଅନ୍ଧାର ଦେଖାଯାଏ। ଏହି ଦୁର୍ଗକୁ ଯିବା ପାଇଁ ପାହାଡ଼ କଟାଯାଇ ଶିଡ଼ି ତିଆରି କରାଯାଇଛି।

ଶିଡ଼ି ଚଢ଼ିବାକୁ ହେଲେ ଭୟ ଲାଗିବ। ଯଦି ଗୋଡ଼ ଖସିଗଲା ତେବେ ୨୩୦୦ ଫୁଟ ତଳେ ଯାଇ ପଡ଼ିବେ। କୁହାଯାଏ, ଏଠାରୁ ଖସିପଡ଼ି କିଛି ଲୋକଙ୍କ ମୃତ୍ୟୁ ମଧ୍ୟ ଘଟିଛି। ପୂର୍ବରୁ ଏହି ଦୁର୍ଗର ନାମ ମୁରଞ୍ଜନ ଥିଲା। ପରେ ଛତ୍ରପତି ଶିବାଜୀ ଏହା

Share