Categories: ଜାତୀୟ

ଦୁଃଖ ସମୟରେ ଶ୍ରୀଲଙ୍କା ସହିତ ଭାରତ ରହିଛି: ମୋଦି

ନୂଆଦିଲ୍ଲୀ,୨୧।୪: କଲମ୍ବୋରେ ହୋଇଥିବା ସିରିଜ୍‌ ବିସ୍ଫୋରଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଡ଼ା ସମାଲୋଚନା କରିବା ସହିତ ଏଭଳି ଦୁଃଖଦ ସ୍ଥିିତିରେ ଶ୍ରୀଲଙ୍କା ସହିତ ଭାରତ ରହିଛି ବୋଲି ପ୍ରକାଶ କରିଛନ୍ତି। ଦକ୍ଷିଣ ଏସିଆ ଅଞ୍ଚଳରେ ଏଭଳି ବର୍ବରତାକୁ ବରଦାସ୍ତ କରାଯିବ ନାହିଁ। ଏହି ବିସ୍ଫୋରଣରେ ମୃତକଙ୍କ ପରିବାରକୁ ସ୍ବାନ୍ତନା ଜଣାଇଛନ୍ତି ମୋଦି। ଟୁଇଟ୍‌ କରି ମୋଦି କଲମ୍ବୋ ବିସ୍ଫୋରଣକୁ ନିନ୍ଦା କରିଛନ୍ତି।

Share