Categories: ଜାତୀୟ

ଦିଲ୍ଲୀର ୩୧ ସରକାରୀ ସ୍କୁଲ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ହେବ ନାମିତ

ନୂଆଦିଲ୍ଲୀ, ୧୫।୭: ଦିଲ୍ଲୀ ମ୍ୟୁନିସପାଲିଟି ଦ୍ୱାରା ପରିଚାଳିତ ୩୧ଟି ସରକାରୀ ସ୍କୁଲର ନାମକୁ ପରିବର୍ତ୍ତନ କରାଯିବ। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ଏହି ସ୍କୁଲଗୁଡ଼ିକୁ ନାମିତ କରାଯିବ। ଏହି ସ୍କୁଲଗୁଡ଼ିକର ନାମ ଅଟଳ ଆଦର୍ଶ ବିଦ୍ୟାଳୟ ରଖାଯିବ। ୨୦୧୯-୨୦ ଶିକ୍ଷାବର୍ଷଠାରୁ ଏଭଳି କରାଯିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି।

Share