Categories: ଜାତୀୟ

ଦିଲ୍ଲୀର ପୂର୍ବତନ ଭାଜପା ଅଧ୍ୟକ୍ଷ ମାନଗେ ରାମ ଗର୍ଗଙ୍କ ପରଲୋକ

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀର ପୂର୍ବତନ ଭାଜପା ଅଧ୍ୟକ୍ଷ ଥିବା ମାନଗେ ରାମ ଗର୍ଗଙ୍କ ପରଲୋକ ହୋଇଛି। ରବିବାର ସକାଳ ୭ଟା ୩୦ରେ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି। ବାଲାଜି ଆକ୍ସନ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୨୦୦୩ରେ ସେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Share