Categories: ଜାତୀୟ

ଥରିଲା ମହାରାଷ୍ଟ୍ର

ମୁମ୍ବାଇ,୨୦।୬: ମହାରାଷ୍ଟ୍ରର ସତରା ଜିଲାରେ ଗୁରୁବାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ରିକ୍ଟର ସ୍କେଲରେ ଏହାର ତୀବ୍ରତା ଥିଲା ୪.୮। ସକାଳ ପ୍ରାୟ ୭ଟା ୪୭ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା। ଏଥିରେ ପ୍ରାୟତଃ କିଛି କ୍ଷୟକ୍ଷତି ହୋଇ ନାହିଁ।

Share