Categories: ବାଣିଜ୍ୟ

ଟାଟା ମୋଟର୍ସର ପିୟୁସି ଚେକ୍‌ ଅପ୍‌ କ୍ୟାମ୍ପ

ଭୁବନେଶ୍ୱର,୭-୬: ଟାଟା ମୋଟର୍ସ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପିୟୁସି ଚେକ୍‌ ଅପ୍‌ କ୍ୟାମ୍ପ ଆୟୋଜନ କରାଯାଇଛି। ସବୁଜ ଏବଂ ସ୍ବଚ୍ଛ ପରିବେଶ ଉପରେ କମ୍ପାନୀ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଛି। ଦେଶରେ ଥିବା କମ୍ପାନୀର ୫୭୦ରୁ ଉର୍ଦ୍ଧ୍ୱ ଓ୍ବାର୍କଶପଗୁଡିକରେ ମାଗଣା ପ୍ରଦୂଷଣ ପରୀକ୍ଷଣ ହୋଇଥିଲା। ସେହିଭଳି ବୃକ୍ଷରୋପଣ ଦିଗରେ ବିଭିନ୍ନ ପଦକ୍ଷେପ ସହ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିବା ଟାଟା ମୋଟର୍ସ ପକ୍ଷରୁ ସୂଚନା ରହିଛି।

Share