ଝାରସୁଗୁଡ଼ାରୁ ଭୁବନେଶ୍ୱର, ରାୟପୁରକୁ ଉଡ଼ିବ ବିମାନ

ଭୁବନେଶ୍ୱର, ୨୫।୫(ବ୍ୟୁରୋ): ଜୁନ୍‌ ୧ ତାରିଖରୁ ଝାରସୁଗୁଡ଼ାରୁ ଭୁବନେଶ୍ୱର ଓ ରାୟପୁରକୁ ବିମାନ ଉଡିବ। ଉଡ଼ାଣ ୩ ଯୋଜନାରେ ଆଲିଆନ୍ସ ଏୟାର ଉଡ଼ାଣ କରିବ। ଏ ନେଇ ନିର୍ଦ୍ଦେଶକ ଏସ୍‌. କେ. ଚୌହ୍ବାନ ସୂଚନା ଦେଇଛନ୍ତି।