Categories: ଜାତୀୟ

ଜେଟ ଏୟାରଓ୍ବେଜର ସଂସ୍ଥାପକଙ୍କ ଘରେ ଇଡିର ଚଢ଼ାଉ

ନୁଆଦିଲ୍ଲୀ,୨୩।୮: ଜେଟ ଏୟାରଓ୍ବେଜ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶୁକ୍ରବାର ଦିଲ୍ଲୀ ଓ ମୁମ୍ବାଇରେ ଚଢ଼ାଉ କରିଛି। ଜେଟ ଏୟାରଓ୍ବେଜର ସଂସ୍ଥାପକ ନରେଶ ଗୋଏଲଙ୍କ ବାସଭବନ ସମେତ ବହୁ ସ୍ଥାନରେ ଇଡି ପକ୍ଷରୁ ଚଢ଼ାଉ କରାଯାଇଛି। ଜେଟ ପ୍ରିଭିଲେଜ୍‌ ପ୍ରାଇଭେଟ ଲିମିଟେଡ(ଜେପିପିଏଲ୍‌)ରେ ପୁଞ୍ଚି ନିବେଶ ନେଇ ଇଡି ଯାଞ୍ଚ କରୁଥିବା ସୂଚନା ମିଳିଛି।

Share