Categories: ଜାତୀୟ

ଜୁଲାଇ ୧ ପରେ ଅଯୋଧ୍ୟା, ରାଫାଲ ମାମଲାର ସୁପ୍ରିମ୍‌କୋର୍ଟରେ ହେବ ବିଚାର

ନୂଆଦିଲ୍ଲୀ,୨୯।୬: ଜୁଲାଇ ୧ ପରେ ଅଯୋଧ୍ୟା, ରାଫାଲ ସମେତ ଅନ୍ୟ କେତେକ ଗୁରୁତ୍ୱପୂର୍ଣ ମାମଲାର ବିଚାର ସୁପ୍ରିମ୍‌କୋର୍ଟରେ ହେବ। ୬ ସପ୍ତାହ ଗ୍ରୀଷ୍ମ ଅବକାଶ ପରେ ଆସନ୍ତା ସୋମବାରଠାରୁ ସର୍ବୋଚ୍ଚ ଅଦାଲତ ସାଧାରଣ ଭାବେ କାର୍ଯ୍ୟ କରିବ। ରାହୁଲ ଗାନ୍ଧୀଙ୍କ ଚୌକିଦାର ଚୋର୍‌ ହୈ ମନ୍ତବ୍ୟର ବିଚାର ମଧ୍ୟ କରାଯିବ ବୋଲି କୁହାଯାଉଛି।

Share