Categories: ଜାତୀୟ

ଜୁନ ୧ରୁ ଗଡିବ ନନ୍‌ଏସି ଟ୍ରେନ

ନୂଆଦିଲ୍ଲୀ,୧୯।୫-ସାଧାରଣ ଲୋକଙ୍କ ପାଇଁ ଗଡ଼ିବ ଟ୍ରେନ। ଆସନ୍ତା ଜୁନ ୧ ତାରିଖରୁ ଦେଶରେ ୨୦୦ ନନଏସି ଟ୍ରେନ ଚାଲିବ। କେବଳ ଅନଲାଇନରେ ଟିକେଟ ବୁକିଂ କରାଯିବ ବୋଲି ରେଳମନ୍ତ୍ରୀ ପୀୟୁଷ ଗୋଏଲ ମଙ୍ଗଳବାର ଟୁଇଟ କରି ଜଣାଇଛନ୍ତି। ତେବେ ଟ୍ରେନ ରୁଟ ଓ ସିଡୁଲ ଖୁବଶିଘ୍ର ପ୍ରକାଶ ପାଇବ ବୋଲି ସେ ଟୁଇଟରେ ଉଲ୍ଲେଖ କରିଛନ୍ତି।

Share