Categories: ଜାତୀୟ

ଜାମିଆ ହିଂସାକୁ ନେଇ ଦିଲ୍ଲୀ ପୋଲିସର କାର୍ଯ୍ୟାନୁଷ୍ଠାନ

ଦିଲ୍ଲୀର ଜାମିଆ ନଗରଠାରେ ରବିବାର ନାଗରିକତା ସଂଶୋଧନ ଆଇନ ବିରୋଧୀ ପ୍ରତିବାଦ ଉଗ୍ର ହେବାରୁ ଦିଲ୍ଲୀ ପୋଲିସ ଓ ଛାତ୍ରମାନଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା । ଜାମିଆ ଅଞ୍ଚଳରେ ଏବେ ବି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି ।


ସେପଟେ ହିଂସା ସମୟରେ ପୋଲିସ ପକ୍ଷରୁ କୌଣସି ଫାୟାରିଂ କରାଯାଇନାହିଁ ବୋଲି ଦିଲ୍ଲୀ ପୋଲିସ ଡିସିପି କହିଛନ୍ତି।

Share