ଜାପାନରେ ୬.୧ ତୀବ୍ରତାର ଭୂକମ୍ପ

ହୋକାଇଡୋ,୨୯।୮: ଜାପାନର ହୋକାଇଡୋରେ ଗୁରୁବାର ସକାଳେ ୬.୧ ତୀବ୍ରତାର ଏକ ଭୂକମ୍ପ ଅନୁଭୂତ ହୋଇଛି। ଏହା ହୋକାଇଡୋର ୧୦ କିଲୋମିଟର ଦୂରରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। ଏହି ଭୂକମ୍ପ ପରେ କେହି ମୃତାହତ ହୋଇଥିବା ସୂଚନା ମିଳି ନ ଥିବା ବେଳେ କ୍ଷୟକ୍ଷତିର ମଧ୍ୟ କୌଣସି ସୂଚନା ନାହିଁ। ସେହିପରି ଏହାକୁ ନେଇ ସୁନାମୀ ସତର୍କତା ସୂଚନା ମଧ୍ୟ ଜାରି କରାଯାଇନାହିଁ।

Share