Posted inଜାତୀୟ

ଛାଡ଼ପତ୍ରର ୧୦ ମାସ ପରେ ଜନ୍ମ ହେଲା ପୁତ୍ର: ଡିଏନ୍‌ଏ ଟେଷ୍ଟ ପରେ ପୁଣି ବିବାହ କଲେ ମାତାପିତା

ଝଜ୍ଜର,୨।୬: ଛାଡ଼ପତ୍ର ହୋଇଥିବା ଦମ୍ପତିଙ୍କର ପୁଣି ଥରେ ବିବାହ କରାଇଛି ନବଜାତ ଶିଶୁପୁତ୍ର। ଏଭଳି ଏକ ରୋଚକ ଘଟଣା ହରିୟାଣାର ଝଜ୍ଜରରେ ଘଟିଛି। ଏଠାରେ ୪ବର୍ଷ ତଳେ ବିବାହ କରିଥିବା ଦମ୍ପତିଙ୍କର କୌଣସି କାରଣରୁ ଛାଡ଼ପତ୍ର ହୋଇଥିଲା। ଛାଡ଼ପତ୍ରର ୧୦ ମାସ ପରେ ସେମାନଙ୍କର ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ଶିଶୁପୁତ୍ରର ଡିଏନ୍‌ଏ ପରୀକ୍ଷା ପରେ ତାହା ମାତାପିତା ସହିତ ମେଳ ଖାଇଥିଲା। ଏହା ପରେ ପୁଣି ଥରେ ସେମାନେ ବିବାହ କରିଛନ୍ତି। ସ୍ବାମୀ ଶିଶୁପୁତ୍ର ତାଙ୍କର ନୁହେଁ ବୋଲି ଅଦାଲତରେ କହିଥିଲେ ମଧ୍ୟ ଡିଏନ୍‌ଏ ଟେଷ୍ଟରୁ ସତ୍ୟାସତ୍ୟ ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷକରେ ୧,୨୭,୦୦,୦୦୦ ଟଙ୍କାର ମଟନ ଖାଇଗଲେ ନ୍ୟାଶନାଲ ପାର୍କର ଚିତା, ପ୍ରତ୍ୟେକ ଦିନ ହେଉଛି ଏତିକି ଖର୍ଚ୍ଚ

ନୂଆଦିଲ୍ଲୀ,୨୮।୨: ମଧ୍ୟପ୍ରଦେଶର ମହତ୍ତ୍ୱାକାଂକ୍ଷୀ ଚିତା ପ୍ରକଳ୍ପ ପୁଣିଥରେ ଖବରରେ ଆସିଛି। କୁନୋ ଜାତୀୟ ଉଦ୍ୟାନରେ ବାସ କରୁଥିବା ଆଫ୍ରିକୀୟ ଚିତାଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି,…

ବାହାଘରର ୨ ଦିନ ପରେ ପ୍ରେମିକ ସହ ଛୁ’ ନବବଧୂ: ସ୍ବାମୀ ଏତଲା ଦେବାପରେ ଘଟିଲା..

ବୌଦ୍ଧ, ୨୮।୨(ଅଜିତ କୁମାର ବାରିକ): ବାହାଘରର ୨ ପରେ ପ୍ରେମିକ ସାଙ୍ଗରେ ଫେରାର ହୋଇଯାଇଛନ୍ତି ନବବଧୂ। ଏଭଳି ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲାରେ। ସ୍ବାମୀ ଥାନାରେ…

ଗ୍ରହଣ ଦିନ ଜନ୍ମିତ ଶିଶୁ ଶୁଭ ନା ଅଶୁଭ? ସତ ଜାଣିଲେ ହୋଇଯିବେ ତାଜୁବ

ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ହୁଏ। ଏହି ବର୍ଷ, ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ 3, ଫାଲଗୁନ ମାସର ପୂର୍ଣ୍ଣିମା ଦିନ ହେବ। ଚନ୍ଦ୍ରଗ୍ରହଣ ଅପରାହ୍ନ 3:20 ରେ…

ନବୀନ ନିବାସରେ ଦତ୍ତେଶ୍ୱର ହୋତା: ରାଜ୍ୟ ସଭା ନିର୍ବାଚନ ପ୍ରାର୍ଥୀ ଘୋଷଣାକୁ ନେଇ ବଢ଼ିଲା ଜୋର୍‌ଦାର ଚର୍ଚ୍ଚା,

ଭୁବନେଶ୍ୱର,୨୮ା୨: ରାଜ୍ୟ ସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିପାରେ ବିଜେଡି। ଅନ୍ୟପକ୍ଷରେ ଡାକ୍ତର ଦତ୍ତେଶ୍ୱର ହୋତା ନବୀନ ନିବାସରେ ପହଞ୍ଚିବା ପରେ ରାଜନୈତିକ ମହଲରେ ଜୋର୍‌ଦାର…

ହାଶିଶ ତେଲ ଜବତ ଘଟଣାରେ ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡଙ୍କ ସହ ଧରାପଡିଲେ…

କୋରାପୁଟ , ନନ୍ଦପୁର,୨୮।୨(ଅମିତାଭ ବେହେରା/ତୁଷାର କାନ୍ତ ମହାନ୍ତି ): ହାଶିଶ ତେଲ ଜବତ ଘଟଣାରେ ଦୀର୍ଘ ସମୟ ଧରି ଚାଲିଥିବା ହାଶିଶ ତେଲ ତସକରୀ ଘଟଣାରେ ପୋଲିସ…

ଗଣମାଧ୍ୟମ ସହିତ ସୁସମ୍ପର୍କ ରଖିବାରେ ବିଫଳ ମୋରଡ଼ା ପୋଲିସ, ପିଲାଚୋରି ଗୁଜବକୁ ନେଇ…

ମୋରଡ଼ା,୨୮ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଥାନା ପୋଲିସର କାର୍ଯ୍ୟ କରିବାର ଦକ୍ଷତାକୁ ନେଇ ଆଜି କ୍ଷୋଭ ପ୍ରକାଶ କରିଛନ୍ତି ମୋରଡ଼ା ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି। ସୂଚନା…

ସେନା ଅଧିକାରୀଙ୍କୁ କିମ ଜଙ୍ଗ ଉନ ଦେଲେ ନୂଆ ସ୍ନାଇପର ରାଇଫଲ, ସୁଟିଂ ରେଞ୍ଜକୁ ଲକ୍ଷ୍ୟ ଲଗାଇଲେ ଝିଅ

ପୋଙ୍ଗୟାଙ୍ଗ,୨୮।୨: ଶାସକ ୱାର୍କର୍ସ ପାର୍ଟିର ଏକ ସପ୍ତାହ ଧରି ଚାଲିଥିବା ସମ୍ମିଳନୀ ଶେଷରେ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜଙ୍ଗ ଉନ ଦେଶର ଉଚ୍ଚ ପଦାଧିକାରୀଙ୍କୁ…

ଟି-୨୦ ବିଶ୍ୱକପ୍‌ରୁ ବିଦା ହୋଇଯିବ ପାକିସ୍ତାନ! କେବଳ ବିଜୟ ନୁହେଁ…

ନୂଆଦିଲ୍ଲୀ,୨୮।୨: ୨୦୨୬ ଟି୨୦ ବିଶ୍ୱକପ ସେମିଫାଇନାଲ ପାଇଁ ପ୍ରତିଯୋଗିତା ବହୁତ ରୋମାଞ୍ଚକର ହୋଇଗଲାଣି। ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ସହିତ ଇଂଲଣ୍ଡ ଗ୍ରୁପ ୨ରେ ଶୀର୍ଷ ସ୍ଥାନ ପକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri