Categories: ଜାତୀୟ

ଛତିଶଗଡ଼ ଏନ୍‌କାଉଣ୍ଟର: ୨ଯବାନ ଶହୀଦ

ବିଜାପୁର,୨୮।୬: ଛତିଶଗଡ଼ର କେଶକୁତୁଲ ଅଞ୍ଚଳରେ ଶୁକ୍ରବାର ମାଓବାଦୀ ଓ ସିଆର୍‌ପିଏଫ୍‌ ଯବାନଙ୍କ ମଧ୍ୟରେ ହୋଇଥିବା ଏନ୍‌କାଉଣ୍ଟରରେ ୨ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ସିଆର୍‌ପିଏଫ୍‌ର ୧୯୯ ବାଟେଲିୟନ ଓ ଛତିଶଗଡ଼ ପୋଲିସ ଆକସ୍ମିକ ଭାବେ ମାଓବାଦୀ ଲୁଚି ରହିଥିବା ଜାଣି ଏନ୍‌କାଉଣ୍ଟର କରିବାରୁ ଏଭଳି ଘଟଣା ଘଟିଛି। ଏଥିରେ ଜଣେ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବା ସହ ଅନ୍ୟ ଜଣେ ମଧ୍ୟ ଆହତ ହୋଇଛନ୍ତି।

Share