ଚନ୍ଦାପଣ ଠୁଁ ଦୂରେଇ ରହିବାକୁ ଚାହୁଁଛନ୍ତି; ଆପଣାନ୍ତୁ ଏହି ଉପାୟ …

ପରିବର୍ତ୍ତିତ ଜୀବନ ଶୈଳୀରେ ଅତ୍ୟଧିକ ମାନସିକ ଚାପ ଯୋଗୁ କେତେକଙ୍କଠାରେ ଚନ୍ଦାପଣ ଦେଖିବାକୁ ମିଳିଥାଏ। ଚନ୍ଦାପଣ ଯୋଗୁ ଯୁବପିଢ଼ିଙ୍କ ମଧ୍ୟରେ ଏକ ନକାରାତ୍ମକ ଭାବନା ସୃଷ୍ଟି ହୋଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆୟୁର୍ବେଦରେ ଅନେକ ଘରୋଇ ଉପାୟ ଉଲ୍ଲେଖ କରାଯାଇଛି। ପ୍ରତିଦିନ ନଖ ଉଷୁମ ନଡ଼ିଆ ତେଲରେ ଫାଳେ ଲେମ୍ବୁ ଚିପୁଡ଼ି ମୁଣ୍ଡରେ ଲଗାଇଲେ ଚନ୍ଦାପଣରୁ ମୁକ୍ତି ମିଳେ। ଏହା ସହିତ ନଡ଼ିଆପାଣି ସପ୍ତାହରେ ୨ ଥର ପିଇଲେ କେଶର ଘନତ୍ୱ ମଧ୍ୟ ବଢ଼ିଥାଏ।

Share