Categories: ଜାତୀୟ

ଗୋଟିଏ କାନ୍ଥକୁ ଲାଗି ରହିଛି ମନ୍ଦିର-ମସଜିଦ

ଚଣ୍ଡିଗଡ଼,୧୯।୫: ପଞ୍ଜାବର ମୁସଲିମ ବହୁଳ ସହର ମାଲେରକୋଟଲା ହିନ୍ଦୁ-ମୁସଲମାନଙ୍କ ଏକତାର ଉଦାହରଣ ସୃଷ୍ଟି କରିଥାଏ। ଏଠାରେ ଗୋଟିଏ କାନ୍ଥ ମଧ୍ୟରେ ଏକାଠି ରହିଛି ମନ୍ଦିର ଓ ମସଜିଦ। ମନ୍ଦିରରେ ଆଳତି ହେଲେ ମସଜିଦରେ ଆଜାନ ବନ୍ଦ ହୋଇ ଯାଇଥାଏ। ଏଠାରେ ଜଣେ ମୁସଲମାନ ବ୍ୟକ୍ତି ମନ୍ଦିର ବାହାରେ ହନୁମାନଙ୍କ ପ୍ରସାଦ ବାଣ୍ଟି ଥାଆନ୍ତି। ଆଉ ବ୍ରାହ୍ମଣ ଏଠି ରମଜାନ ପାଇଁ ଶୁଭେଚ୍ଛା ପତ୍ର ଛାପି ଥାଆନ୍ତି। ଏହାସହ ମସଜିଦର ମୌଲାନା ମନ୍ଦିରର ବ୍ରାହ୍ମଣଙ୍କୁ ରାମ ରାମ କହି ଅଭିବାଦନ ମଧ୍ୟ ଜଣାଇ ଥାଆନ୍ତି।

Share