Categories: ଜାତୀୟ

ଖାଲି ପାଦରେ ବିଧାନସଭା ଆସିଲେ ଦେବେ ଗୌଡାଙ୍କ ପୁଅ

ବେଙ୍ଗାଲୁରୁ,୧୮।୭: କର୍ନାଟକର ମନ୍ତ୍ରୀ ଏଚ୍‌ଡି ରେଭାନ୍ନା ଗୁରୁବାର ଖାଲି ପାଦରେ ବିଧାନସଭା ଆସିଥିବା ଦେଖିବାକୁ ମିଳିଛି। ଏବେ ତାଙ୍କର ସେହି ସମୟର ଏକ ଫଟୋ ଭାଇରାଲ ହେବାରେ ଲାଗିଛି।

Share