ଖାଦ୍ୟପେୟରେ ସାମିଲ କରନ୍ତୁ ଏହି ୭ ଜିନିଷ: ମଧୁମେହରୁ ପାଇବେ ମୁକ୍ତି

ଆଜିକାଲି ସମୟରେ ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ଏହାର କବଳରେ ବିଶ୍ୱର ଅଧିକାଂଶ ଲୋକ କହିଲେ ଭୁଲ୍‌ ମଧ୍ୟ ହେବ ନାହିଁ। ଏହାକୁ ନେଇ ମଧ୍ୟ ଚିନ୍ତାରେ ଯୁବପିଢ଼ି। ତେବେ ଛୋଟପିଲା ମଧ୍ୟ ଏହି ରୋଗରୁ ବାଦ୍‌ ପଡୁନାହାନ୍ତି। ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଦ୍ୱାରା ଏଥିରୁ ରକ୍ଷା ପାଇପାରିବେ। ଏଣୁ ଏହି ରୋଗୀଙ୍କୁ ଖାଦ୍ୟପେୟଜନିତ କଟକଣା କରାଯାଇଥାଏ। ମାତ୍ର ଏପରି କିଛି ଖାଦ୍ୟ ରହିଛି ଯେଉଁଥିରେ ପୋଷକତତ୍ତ୍ୱ ଭରି ରହିଥାଏ। ଯାହା ରକ୍ତରେ ଶର୍କରା ମାତ୍ରାକୁ କମ୍‌ କରିଥାଏ। ଏହି ଖାଦ୍ୟ ଖାଇବାରୁ ମଧୁମେହ ହେବା ଆଶଙ୍କା ଅନେକ ପରିମାଣରେ କମ୍‌ ହୋଇଥାଏ। ଏହା ଆପଣଙ୍କୁ ଟାଇପ୍‌ ୧ ଓ ୨ ମଧୁମେହରୁ ମୁକ୍ତି ଦେଇ ଥାଏ। ତେବେ ଜାଣନ୍ତୁ ସେହିସବୁ ଖାଦ୍ୟ ସମ୍ପର୍କରେ।

ଶାଗ
ନିୟମିତ ଶାଗ ସତେଜ ପନିପରିବା ଖାଇବା ଉଚିତ। କାରଣ ଏଥିରେ ରକ୍ତରେ ସୁଗାର ସ୍ତର ନିୟନ୍ତ୍ରିତ ହେବା ସହ ଶରୀରକୁ ଅଧିକ ମାତ୍ରାରେ ଭିଟାମିନ୍‌ ମଳିଥାଏ।

ଅଣ୍ଡା
ଅଣ୍ଡା ଖାଇବା ଫଳରେ ମଧୁମେହ ଆଶଙ୍କା କମ୍‌ ହୋଇଥାଏ। ଡାକ୍ତରଙ୍କ କହିବା ଅନୁଯାୟୀ ଟାଇପ ୨ ମଧୁମେହ ରୋଗୀ ଦିନକୁ ୨ଟି ଅଣ୍ଡା ଖାଇବା ଜରୁରୀ। ଏଥିରେ କୋଲେଷ୍ଟରଲ ଓ ଶର୍କରା ମାତ୍ରା ନିୟନ୍ତ୍ରିତ ରହିଥାଏ।

ଡାଳଚିନି
ଡାଳଚିନି ଖାଇବା ଦ୍ୱାରା ଅଧିକ ମତ୍ରାରେ ସୁଗାର ନିୟନ୍ତ୍ରିତ ହୋଇଥାଏ। ଏହାସହ ଏଥିରୁ ପଚୁର ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ । ଆପଣଙ୍କ ଖାଦ୍ୟରେ ଡାଳଚିନିର ବ୍ୟବହାର ମଧୁମେହ ଆଶଙ୍କା କମ୍‌ କରିଥାଏ।

ହଳଦୀ
ହଳଦୀରେ ଔଷଧୀୟ ଗୁଣ ଭରି ରହିଥାଏ। ଏହା ରକ୍ତରେ ଶର୍କରା ମାତ୍ରା କମ୍‌ କରିବା ସହ ଦୃଦ୍‌ଘାତ ଆଶଙ୍କା କମ୍‌ କରିଥାଏ।

ଦହି
ଏହି ରୋଗରୁ ମୁକ୍ତି ପାଇବାକୁ ଚାହୁଁ ଥିଲେ ନିୟମିତ ଦହି ଖାଇବା ଉଚିତ।

ମାଛ
ମାଛରେ ଭରପୂର ପୋଷକ ତତ୍ତ୍ୱ ରହିଥାଏ। ଏଥିରେ ଓମେଗା-୩ ଭରପୂର ମାତ୍ରାରେ ରହିଥାଏ। ଏହା ଖାଇବା ଫଳରେ ମଧୁମେହ ଆଶଙ୍କା କମ୍‌ ହୋଇଥାଏ।

ଡ୍ରାଏ ଫ୍ରୁଟ୍‌ସ
ଅଧିକ ମାତ୍ରାରେ ଡ୍ରାଏ ଫ୍ରୁଟ୍‌ସ୍‌ ଖାଇବା ଫଳରେ ରକ୍ତ ଶର୍କରା ନିୟନ୍ତ୍ରିତ ରହିଥାଏ। ଆବଶ୍ୟକ ମୁତାବକ କାଜୁ, ଚିନରବାଦାମ, ଅଖରୋଟ୍‌ ଖାଇବା ଫଳରେ ରକ୍ତରେ ଶର୍କରା ପରିମାଣ ନିୟନ୍ତ୍ରିତ ହୋଇଥାଏ॥


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧି ନା ହ୍ରାସ? ଆଜି ଦେଶରେ ପେଟ୍ରୋଲ-ଡିଜେଲର ମୂଲ୍ୟ କେତେ? ଆସିଲା ଅପଡେଟ୍‌

ନୂଆଦିଲ୍ଲୀ,୩।୪: ପଶ୍ଚିମ ଏସିଆରେ ଭୂରାଜନୈତିକ ଉତ୍ତେଜନା ମଧ୍ୟରେ ବିଶ୍ୱ ତୈଳ ବଜାରରେ ଉଲ୍ଲେଖନୀୟ ପରିବର୍ତ୍ତନ ଜାରି ରହିଥିଲେ ମଧ୍ୟ ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ୩…

ଏକମାତ୍ର ଦେଶ ଭାବେ ଭାରତ ହରାଇଛି…ଯୁଦ୍ଧ ମଧ୍ୟରେ ୬୦ ଦେଶକୁ ନେଇ ଚାଲିଥିବା ବୈଠକରେ ହୃଦୟର କଥା କହିଲା ଭାରତ

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟ ଯୁଦ୍ଧ ଆରମ୍ଭ ହେବା ପରଠାରୁ ଇରାନ ନିୟନ୍ତ୍ରଣରେ ଥିବା ହର୍ମୁଜ ପ୍ରଣାଳୀକୁ ପୁନର୍ବାର ଖୋଲିବା ପାଇଁ ଭାରତ ଦାବି କରିଛି। ଭାରତ ଏହା ମଧ୍ୟ…

ପାଳନ ହେବ ଐତିହାସିକ ଜମ୍ବୁ ମହୋତ୍ସବ: ଅଗ୍ନିଶମ, ବିଦ୍ୟୁତ୍‌, ସ୍ବାସ୍ଥ୍ୟ, ପାନୀୟଜଳକୁ ଗୁରୁତ୍ୱ ଦେଇ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ରାମନଗର ପ୍ରସିଦ୍ଧ ଶକ୍ତିପୀଠ ମା’ ରାମଚଣ୍ଡୀଙ୍କ ଝାମୁଯାତ୍ରାରେ ଐତିହାସିକ ଜମ୍ବୁ ମହୋତ୍ସବ ପାଳନ କରିବାକୁ ପ୍ରଶାସନିକ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଯୁବକଙ୍କୁ ହତ୍ୟା କରି ଟାଙ୍ଗିଦେଲେ, ଛାନ୍‌ଭିନ୍‌ କରୁଛି ସାଇଣ୍ଟିଫିକ୍‌ ଟିମ୍‌

ବାଲେଶ୍ୱର,୩ା୪(ବାଞ୍ଛାନିଧି ଦେ): ଏକ ପରିତ୍ୟକ୍ତ ଘରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ମାଳ ଗାଁରେ ଘଟିଛି ଏପରି ଅଭାବନୀୟ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

ଲୋକ ସଭା ଆସନ ୮୧୬କୁ ବଢ଼ିବ: ୧୬ରୁ ୩ ଦିନ ପାଇଁ ପୁଣି ବଜେଟ ଅଧିବେଶନ

ନୂଆଦିଲ୍ଲୀ,୩ା୪(ପି.ଟି.):ପାର୍ଲାମେଣ୍ଟର ବଜେଟ ଅଧିବେଶନ ସ୍ବଳ୍ପକାଳୀନ ଅବକାଶ ପରେ ଏପ୍ରିଲ ୧୬ରୁ ପୁଣି ଚାଲିବ। ବିଶେଷକରି ଲୋକ ସଭାର ଆସନ ସଂଖ୍ୟା ୫୪୩ରୁ ୮୧୬କୁ ବୃଦ୍ଧି କରାଯିବା ସଂକ୍ରାନ୍ତ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri