କ୍ୟାନସର୍‌ ଆଶଙ୍କା ହ୍ରାସ କରିବ ସାଇକେଲିଂ

ମହଙ୍ଗା ବାଇକ୍‌ ଏବଂ ବିଳାସପୂର୍ଣ୍ଣ କାର୍‌ ସବୁବେଳେ ଷ୍ଟାଟସ୍‌ ସିମ୍ବଲ ହୋଇରହିଛି। କିନ୍ତୁ ଏବେ ସ୍ବାସ୍ଥ୍ୟ ପ୍ରତି ସଚେତନ ଲୋକଙ୍କ ମଧ୍ୟରେ ସାଇକେଲ୍‌ର ଚାହିଦା ତୀବ୍ର ବେଗରେ ବଢ଼ିଚାଲିଛି। ଅଧିକ ସଂଖ୍ୟକ ଲୋକେ ନିଜକୁ ଫିଟ୍‌ ରଖିବାକୁ ସାଇକେଲ୍‌ ଚଲାଇବାକୁ ପସନ୍ଦ କରୁଛନ୍ତି। ଏହା ସବୁଠୁ ଉତ୍ତମ ବ୍ୟାୟାମ୍‌ କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ସାଇକେଲିଂ କରିବା ଦ୍ୱାରା ମଣିଷ କେବଳ ସୁସ୍ଥ ଏବଂ ସତେଜ ରହେନାହଁି ବରଂ କ୍ୟାନସର୍‌ ଭଳି ଆହୁରି ଅନେକ ମାରାମତ୍କ ରୋଗରୁ ବି ରକ୍ଷା ପାଇଥାଏ। ଏକ ଗବେଷଣାରୁ ଜଣାପଡ଼ିଛି, ସାଇକେଲ୍‌ ଚଲାଇବା ଦ୍ୱାରା ହୃଦ୍‌ରୋଗ ଜନିତ ସମସ୍ୟା ୪୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇଥାଏ। ଏହାସହ କ୍ୟାନସର୍‌ ଭଳି ଗମ୍ଭୀର ରୋଗରୁ ମଧ୍ୟ ବର୍ତ୍ତିବାର ଉପାୟ ମିଳିଯାଏ। ନିୟମିତ ରୂପରେ ସାଇକେଲ୍‌ ଚଲାଇଲେ କ୍ୟାନସର୍‌ ଆଶଙ୍କା ୪୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଏ। ଗବେଷଣାରେ ୨ ଲକ୍ଷ ୬୪ ହଜାର ୩୭୭ ଜଣ ଲୋକଙ୍କୁ ସାମିଲ କରାଯାଇ ତଥ୍ୟ ହାସଲ ହୋଇଛି। ଗବେଷଣାରେ ଏମାନଙ୍କ ଓଜନ ହ୍ରାସ କରିବା ପାଇଁ ସାଇକେଲ୍‌ ଚଲାଇବାକୁ ଦିଆଯାଇଥିଲା। ସପ୍ତାହକ ମଧ୍ୟରେ ଅତିକମ୍‌ରେ ୨ ହଜାର କ୍ୟାଲୋରୀ ବର୍ଣ୍ଣ କରିବାର ଥିଲା। ଆଶ୍ଚର୍ଯ୍ୟ ହେବେ, ନିୟମିତ ରୂପରେ ସାଇକେଲ୍‌ ଚଲାଇବା ଦ୍ୱାରା ପ୍ରତି ଘଣ୍ଟାରେ ୩୦୦ କ୍ୟାଲୋରୀ ବର୍ଣ୍ଣ ହୋଇଥିଲା। ଯେତେ ଅଧିକ ସାଇକେଲ ଚଲାଇବେ ସେତେ କ୍ୟାଲୋରୀ ବର୍ଣ୍ଣ ହେବ ଏବଂ ଆପଣ ଫିଟ୍‌ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଦାରିଙ୍ଗବାଡି: ଦ୍ୱିତୀୟ ଦିନରେ ମଧ୍ୟ ତୁଷାରପାତ, ଘରୁ ବାହାରିବା ମୁସ୍କିଲ

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଅସହ୍ୟ ଯନ୍ତ୍ରଣା ଦେଉଛି ଶୀତ । ଦିନକୁ ଦିନ ତାପମାତ୍ରା ତଳ ମୁହାଁ ହେବାରେ...

ଜଙ୍ଗଲକୁ ଟେକିନେଇ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କଲେ ୪୩ ବର୍ଷୀୟ ବ୍ୟକ୍ତି, ଧରାପଡିବା ପରେ…

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ଲଇମୁରା ଥାନା ଅଞ୍ଚଳରେ ମାନସିକ ଅନଗ୍ରସର ନାବାଳିକାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରି...

ଘରକୁ ଡାକି ବଳାତ୍କାର କରିଥିଲେ ବୃଦ୍ଧ, ହେଲା ଆଜୀବନ କାରାଦଣ୍ଡ

ଦେବଗଡ଼,୧୨ା୧୨(ଶଶାଙ୍କ ଶେଖର ଝାଙ୍କର): ନାବାଳିକା ବଳାତ୍କାର ମାମଲାର ବିଚାରକରି ଅତିରିକ୍ତ ଦୌରାଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ଜଣେ ବୃଦ୍ଧଙ୍କୁ ଗୁରୁବାର ଆଜୀବନ କାରାଦଣ୍ଡ ସହ ୧୦,୦୦୦...

IND vs SA: ମ୍ୟାଚ ହାରିବା ପରେ ଭୁଲ ମାନିଲେ ସୂର୍ଯ୍ୟକୁମାର ଯାଦବ, ଗିଲଙ୍କୁ ନେଇ କହିଲେ…

ନୂଆଦିଲ୍ଲୀ୧୨।୧୨: ମୁଲାନପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ୫୧ ରନରେ ପରାଜୟ ବରଣ କରିଥିଲା। ଏହି ପରାଜୟରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସବୁଠାରୁ ନିରାଶ...

ପେସାରେ ଅଧ୍ୟାପନା, ନିଶାରେ କଳା ସାଧନା

ଲୋଇସିଂହା,୧୨।୧୨(ସୁଶାନ୍ତ ବାରିକ): ପେଶା ତାଙ୍କର ଅଧ୍ୟାପନା, ନିଶା କଳା ସାଧନା କରିବା ା ଏପରି ଜଣେ ବ୍ୟକ୍ତି ହେଉଛନ୍ତି ଅଧ୍ୟାପକ ଡ. ଲିଙ୍ଗରାଜ ମେହେର। ସେ...

ମହିଳାଙ୍କୁ ଦୁର୍ବ୍ୟବହାର ମହଙ୍ଗା ପଡ଼ିଲା, ସମ୍ପର୍କୀୟ ଶ୍ୱଶୁରଙ୍କୁ ଅଧାଲଣ୍ଡା କରି…

ଭବାନୀପାଟଣା, ୧୨ା୧୨ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ବାଦିଲି ଗାଁରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନିଜ ପଡ଼ାର...

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri